Author: jagratbharatnews

ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥ‌ିବା ଲୁଟେରା ଗଞ୍ଜାମରୁ ଗିରଫ: ରୂପା ଅଳଙ୍କାର ଜବତ

ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ବିପହର ରେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି…

ୱାର୍ଲଡ୍‌ଷ୍ଟିଲ୍‌ ପକ୍ଷରୁ କ୍ରମାଗତ ସପ୍ତମ ବର୍ଷ ପାଇଁ ଟାଟା ଷ୍ଟିଲ୍‌କୁ ୨୦୨୪ ଷ୍ଟିଲ୍‌ ସଷ୍ଟେନେବିଲିଟି ଚମ୍ପିଆନ ମାନ୍ୟତା

. ୨୦୧୮ରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାପରଠାରୁ ପ୍ରତିବର୍ଷ ବିଶ୍ବର ଦୁଇଟି ଇସ୍ପାତ କମ୍ପାନିକୁ ଏହି ମାନ୍ୟତା ପ୍ରଦାନ * କମ୍ପାନିର ଉଲ୍ଲେଖନୀୟ ଦୀର୍ଘସ୍ଥାୟୀତ୍ଵ ପ୍ରଦର୍ଶନ ଓ ଉଦ୍ୟମକୁ ମାନ୍ୟତା ନରେନ୍ଦ୍ରପୂର୍, ଅପ୍ରେଲ ୧୧, ୨୦୨୪: ନିରନ୍ତର ବିକାଶ ଏବଂ ବିଶ୍ଵସ୍ତରୀୟ ମାନଦଣ୍ଡ…

ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା

ବ୍ରହ୍ମପୁର : ପବିତ୍ର ଶ୍ରୀରାମ ନବମୀ ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ବ୍ରହ୍ମପୁର ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ…

ଅନୁଗୋଳ ବିଧାୟିକା ପ୍ରାର୍ଥୀନୀ ହେଲେ ସଂଯୁକ୍ତା ସିଂହ

ଆଜି ବିଜୁ ଜନତା ଦଳ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ମାନଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡିର ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟିକା ପ୍ରାର୍ଥୀନୀ ଭାବେ ସଂଯୁକ୍ତା…

ମେଗା ସପିଙ୍ଗ ବଜାରରେ ବଢୁଛି ଜନଗହଳି

ଭୁବନେଶ୍ୱର, ସ୍ଥାନୀୟ ସହିଦନଗର ଦୁର୍ଗାପୂଜା ମଣ୍ଡପ ପଡିଆରେଘରକରଣା ସମସ୍ତ ଜିନିଷ ପ୍ରଦର୍ଶନୀ ମେଗା ସପିଙ୍ଗ ବଜାର ଭଲ ଆଦୃତ ହୋଇପାରିଛି. ଏଠାରେ ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ମାନେ ଆସି ଭାଗ ନେଇଛନ୍ତି. ଏହି ବଜାର ଗତ 18ଦିନ ହେଲା ଚାଲି ଆସୁଛି…

ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ- ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। ସେଥିମଧ୍ୟରୁ ୧୮ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା…

ସୁନାବେଶରେ ଝଲସୁଛନ୍ତି ମାଁ ମଝିଘରିଆଣୀ

ରାୟଗଡାର ପ୍ରସିଦ୍ଧ ଦେବୀ ପୀଠ ମାଁ ମଝିଘରିଆଣୀ ଙ୍କ ଯାତ୍ରା କାଲିଠାରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ଚାଲିବ। ଆଜି ମାଁ ସୁନା ଅଳଙ୍କାରରେ ଅଳଙ୍କୃତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ସୁନାବେଶରେ ମାଁ…

ବନ୍ତଳା ବଜାରର କାଳିଆ ସାହୁ ଘରେ ଗ୍ୟାସ ଟାଙ୍କି ଫାଟି ଦୁଇ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବଜାରରେ ଆଜି ଏକ ଅଘଟଣ ଘଟିଛି। ଆଜି ସକାଳେ ବନ୍ତଳା ବଜାର ଅଞ୍ଚଳରେ ରହୁଥିବା କାଳିଆ ସାହୁ ଘରେ ଗ୍ୟାସ୍ ଟାଙ୍କୀ ଫାଟି ଯିବାରୁ ଦୁଇ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି…

ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି | ଏହି ଅବସରରେ ଜଗତସିଂହପୁର ଡ଼ାକବଙ୍ଗଳା ଛକ ଠାରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା କଂଗ୍ରେସ ସଭାପତି…

ଜଳଛତ୍ର ଶିବିର ଅନୁଷ୍ଠିତ

ଭଦ୍ରକ ସହରର ଟାଉନ ହଲ ଠାରେ ଓ ଶ୍ରୀମଦ ଶ୍ରୀ ଶ୍ରୀ ସାରଥୀ ଦେବଙ୍କ ପରିବାର ଭଦ୍ରକ ପକ୍ଷରୁ ଜଳଛତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ଖରାରେ କେହି ପଦାକୁ ବାହାରୁ ନ ଥିବା ବେଳେ ଭଦ୍ରକର ସାରଥି ପରିବାର ପକ୍ଷରୁ…