Spread the love

ଆଜି ବିଜୁ ଜନତା ଦଳ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ମାନଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡିର ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟିକା ପ୍ରାର୍ଥୀନୀ ଭାବେ ସଂଯୁକ୍ତା ସିଂହଙ୍କ ନାମ ଘୋଷଣା କରିଛନ୍ତି । ସଂଯୁକ୍ତା ସିଂହ ହେଉଛନ୍ତି ଅନୁଗୋଳ ନିର୍ବାଚନ ମଣ୍ଡଳୀର ସ୍ଵର୍ଗତ ବିଧାୟକ ଅଦ୍ୟତ ପ୍ରସାଦ ସିଂହ ଙ୍କ ବହୁ ତଥା ବିଧାୟକ ରଜନୀକାନ୍ତ ସିଂହଙ୍କ ଧର୍ମପତ୍ନୀ। ସଂଯୁକ୍ତା ସିଂହଙ୍କୁ ବିଜୁ ଜନତା ଦଳର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ସମ୍ବୋଧନ କରିବା ପାଇଁ ବାସ ଭବନରେ ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *