ୱାର୍ଲଡ୍ଷ୍ଟିଲ୍ ପକ୍ଷରୁ କ୍ରମାଗତ ସପ୍ତମ ବର୍ଷ ପାଇଁ ଟାଟା ଷ୍ଟିଲ୍କୁ ୨୦୨୪ ଷ୍ଟିଲ୍ ସଷ୍ଟେନେବିଲିଟି ଚମ୍ପିଆନ ମାନ୍ୟତା
. ୨୦୧୮ରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାପରଠାରୁ ପ୍ରତିବର୍ଷ ବିଶ୍ବର ଦୁଇଟି ଇସ୍ପାତ କମ୍ପାନିକୁ ଏହି ମାନ୍ୟତା ପ୍ରଦାନ * କମ୍ପାନିର ଉଲ୍ଲେଖନୀୟ ଦୀର୍ଘସ୍ଥାୟୀତ୍ଵ ପ୍ରଦର୍ଶନ ଓ ଉଦ୍ୟମକୁ ମାନ୍ୟତା ନରେନ୍ଦ୍ରପୂର୍, ଅପ୍ରେଲ ୧୧, ୨୦୨୪: ନିରନ୍ତର ବିକାଶ ଏବଂ ବିଶ୍ଵସ୍ତରୀୟ ମାନଦଣ୍ଡ…
