ବିପଦଜନକ ଅବସ୍ଥାରେ ରହିଛି ପୋଲ, ମରାମତି ଦାବି
ବିପଦଜନକ ଅବସ୍ଥାରେ ରହିଛି ପୋଲ, ମରାମତି ଦାବି ଜେ.ବି. ଏନ୍ ୩୦/୧୨/୨୦୨୦ (ରିପୋର୍ଟ୍, ସୌମ୍ୟରଞ୍ଜନ ଶତପଥି), କଣିହାଁ : ବିପଦଜନକ ଅବସ୍ଥାରେ ରହିଛି ପୋଲ। ବାରମ୍ଵାର ଦୁର୍ଘଟଣା ଗ୍ରସ୍ତ ହେଉଛି ଗାଡ଼ି। ଗୋଡ଼ିବନ୍ଧରୁ ତାଳଚର କୁ ସଂଯୋଗ କରୁଥିବା ରାସ୍ତାର ରାଧାରମଣପୁର…
