ପୁରାଣ ବର୍ଣ୍ଣିତ ଶବର କନ୍ୟା ଲଳିତା ଓ ବିଦ୍ୟାପତି ଙ୍କ ମିଳନ ସ୍ଥଳୀ ଦୋମୁହିଁ କୁ ପର୍ଯଟନ ସ୍ଥଳୀ ମାନ୍ୟତା ପାଇଁ ଦାବୀ
ନୟାଗଡ଼ ଜିଲ୍ଲାରେ ଅବସ୍ଥିତ କଣ୍ଟିଲୋ ନିକଟ ରେ ଥିବା କାଳିଆପଲ୍ଲୀ ଗ୍ରାମ ର ଅଧିବାସୀ ମାନେ ହେଉଛନ୍ତି ଶବର ସମ୍ପ୍ରଦାୟ ର। ଏହି ସମ୍ପ୍ରଦାୟ ଶବର ରାଜା ବିଶ୍ଵାବସୁ ଙ୍କର ବଂଶଧର ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି। ଆମେ ଆଗରୁ ପୁରାଣ…
