Author: jagratbharatnews

ରାଜ୍ୟ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କୁଲାଡ଼ ପଞ୍ଚାୟତ ଅଫିସ ପାଖରେ ଗଣ ଆନ୍ଦୋଳନ

ରାଜ୍ୟ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କୁଲାଡ଼ ପଞ୍ଚାୟତ ଅଫିସ ପାଖରେ ଗଣ ଆନ୍ଦୋଳନ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ସୂଚନା…

ତ୍ରିତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ପାଞ୍ଚ ଦଫା ଦାବି ନେଇ ଜଳସେଚନ ଏବଂ ଜଳ ନିଷ୍କାସନ କାର୍ଯ୍ୟାଳୟ ଘେରାଉ

( ତ୍ରିତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ପାଞ୍ଚ ଦଫା ଦାବି ନେଇ ଜଳସେଚନ ଏବଂ ଜଳ ନିଷ୍କାସନ କାର୍ଯ୍ୟାଳୟ ଘେରାଉ ) ଜଗତସିଂହପୁର ତା =18/9/23 ତ୍ରିତୋଲ ନିର୍ବାଚନ ମଣ୍ଡଳୀ ରେ ଥିବା ବିରିଡି, ରଘୁନାଥପୁର, ଏବଂ ତ୍ରିତୋଲ…

ବାଙ୍ଗରା ପ୍ରାଥମିକ କୃଷି ସମବାୟ ସମିତି ଲି ନୂତନ ଅଫିସ ଉଦଘାଟନ

ବାଙ୍ଗରା ପ୍ରାଥମିକ କୃଷି ସମବାୟ ସମିତି ଲି ନୂତନ ଅଫିସ ଉଦଘାଟନ ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପ୍ରାଥମିକ କୃଷି ସମବାୟ ସମିତି ଲି ର ନୂତନ ଅଫିସ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…

ଗୌରବ କୁମାର ନାୟକ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପରିବାର ଆତ୍ମୀୟସ୍ୱଜନ ଙ୍କ ନିବେଦନ

( ଗୌରବ କୁମାର ନାୟକ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପରିବାର ଆତ୍ମୀୟସ୍ୱଜନ ଙ୍କ ନିବେଦନ ) ଜଗତସିଂହପୁର ତା =18/9/23 ତ୍ରିତୋଲ ବ୍ଲକ ଗୋପାଳପୁର ପଞ୍ଚାୟତ ଅରଣ୍ ଗ୍ରାମର ଅଭୟ କୁମାର ନାୟକ ଙ୍କ ଏକମାତ୍ର ପୁତ୍ର ଗୌରବ…

ସଫଳ ଉଦ୍ଯାନବିତ୍ ଭାବରେ ଓଡ଼ିଶା ରେ ସୁପରିଚିତ ପ୍ରକୃତି ବନ୍ଧୁ ସଂଗଠନ ର ସମ୍ପାଦକ ହରିହର ସାହୁ

ଢେଙ୍କାନାଳ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ର ସମ୍ପାଦକ ହରିହର ସାହୁ ସେପ୍ଟେମ୍ବର ମାସ ଅଠର ତାରିଖ ପୂର୍ବାହ୍ନ ରେ ଗଁଦିଆ ବ୍ଳକ ର ପୋରୁହଖୋଜ ଗ୍ରାମ ପଞ୍ଚାୟତ ଅଧୀନ ବଣିଆପଡା ଗ୍ରାମ ର ବିଶିଷ୍ଟ ପରିବେଶବିତ୍ ଗୋପାଳ ଚନ୍ଦ୍ର ରାଉତ…

ତୁଳସୀପାଳରେ ଅଧିଷ୍ଠାତ୍ରୀ ଦେବୀ ମା’ ମହାପାଟଙ୍କ ବାର୍ଷିକୋତ୍ସବ ପାଳିତ

ତୁଳସୀପାଳରେ ଅଧିଷ୍ଠାତ୍ରୀ ଦେବୀ ମା’ ମହାପାଟଙ୍କ ବାର୍ଷିକୋତ୍ସବ ପାଳିତ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ ଫଟାକାଞ୍ଜିଆ ଠାରେ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ତଥା ଆଖପାଖ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ମା’ ମହାପାଟଙ୍କ ବାର୍ଷିକ…

ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ନେଇ ଅନେକ ଆଶା ଆଶଙ୍କା ଲାଗି ରହିଛି। ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ସଂସଦର ପୁରୁଣା ଭବନରେ ଆରମ୍ଭ ହେବ;…

ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆ ଫୁଲ ଚାଷୀ ମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଅନେକ ଆପତ୍ତି…

ମହାନଦୀ ରେ ବନ୍ୟା:୨୫୦ ହେକ୍ଟର ଚାଷଜମି ଜଳମଗ୍ନ। କାଳ ସାଜିଛି ପଛୁଆ ପାଣି

ମହାନଦୀ ରେ ବନ୍ୟା:୨୫୦ ହେକ୍ଟର ଚାଷଜମି ଜଳମଗ୍ନ। କାଳ ସାଜିଛି ପଛୁଆ ପାଣି ଅମ୍ବାଭୋନା -୧୭/୦୯/୨୦୨୩-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ରେ ସାମାନ୍ୟ ବର୍ଷା ହୋଇଛି ମାତ୍ର ଛତିଶଗଡ଼ ଉପର ମୁଣ୍ଡରେ ଲଗାଣ ବର୍ଷା ଓ ମହାନଦୀ ଗର୍ଭକୁ ସରଗୁଜା,ଗାଙ୍ଗରେଲ,ସାରାଡିହି, କଲମା…

ବଡବିଲ ପୌରାଞ୍ଚଳରେ ଦେଵଶିଳ୍ପୀ ” ବାବା ବିଶ୍ଵକର୍ମାଙ୍କ ” ପୂଜା ବହୁ ଆଡମ୍ବର ସହକାରେ ପାଳନ।

ବଡବିଲ ପୌରାଞ୍ଚଳରେ ଦେଵଶିଳ୍ପୀ ” ବାବା ବିଶ୍ଵକର୍ମାଙ୍କ ” ପୂଜା ବହୁ ଆଡମ୍ବର ସହକାରେ ପାଳନ। କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ ଖଣି ଖାଦାନ ରହିଅଛି ଏବଂ ଖଣିଜ ପଦାର୍ଥ…