Author: jagratbharatnews

ରୂପାନ୍ତରିତ ହେବ ଗ୍ରାମାଞ୍ଚଳର ସମସ୍ତ ମହାବିଦ୍ୟାଳୟ

ରୂପାନ୍ତରିତ ହେବ ଗ୍ରାମାଞ୍ଚଳର ସମସ୍ତ ମହାବିଦ୍ୟାଳୟ ଢେଙ୍କାନାଳ, ତା. ୧୫,୦୯.୨୦୨୩ ଜିଲ୍ଲାରେ ଥିବା ଗ୍ରାମାଞ୍ଚଳର ସମସ୍ତ ମହାବିଦ୍ୟାଳୟର ରୂପାନ୍ତରଣ ହେବ । ଏଥୂପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥିତ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ…

ବଡବିଲ ଅଞ୍ଚଳରେ ସର୍ଭିସ୍ ରୋଡ ରେ ଅବୈଧ ପାର୍କିଂ ଯୋଗୁ ଜନସାଧାରଣ ହନ୍ତସନ୍ତ

ବଡବିଲ ଅଞ୍ଚଳରେ ସର୍ଭିସ୍ ରୋଡ ରେ ଅବୈଧ ପାର୍କିଂ ଯୋଗୁ ଜନସାଧାରଣ ହନ୍ତସନ୍ତ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ଅଞ୍ଚଳ ଏକ ଖଣିଜ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ…

ହିନ୍ଦୀ ଦିବସ ପାଳିତ

ହିନ୍ଦୀ ଦିବସ ପାଳିତ ଢେଙ୍କାନାଳ, ୧୫/୯: ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଅଛି । ଏହି ଦିବସରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସଂଗୀତ ଓ ବକ୍ତୃତା ମାଧ୍ୟମରେ ହିନ୍ଦୀ…

ଝାରସୁଗୁଡା ଜିଲ୍ଲା, ଲଖନପୁର ବ୍ଲକ, କନକତୁରା ରେ ରାସ୍ତା ଅବରୋଧ

ଝାରସୁଗୁଡା ଜିଲ୍ଲା, ଲଖନପୁର ବ୍ଲକ, କନକତୁରା ରେ ରାସ୍ତା ଅବରୋଧ ଲାରା ଏନଟିପିସି ସିଏସଆର ପାଣ୍ଠି ବିନିଯୋଗ ପ୍ରସଙ୍ଗ ପ୍ରଭାବିତ ଅଞ୍ଚଳବାସୀଙ୍କ ଏନଏଚ ୪୯ ଅବରୋଧ ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୌର ବ୍ଲକ ଅନ୍ତର୍ଗତ ଲାରା ଏନଟିପିସି ଦ୍ୱାରା ପ୍ରଭାବିତ ଓଡ଼ିଶା…

ଅଣ ଶିକ୍ଷକ ଓ ସ୍କୁଲ କମିଟି ଙ୍କ ଭରସାରେ ଲଚିଦା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ, ବାରଣ୍ଡା ରେ ପଢ଼ିଲେ ପିଲା

ଅଣ ଶିକ୍ଷକ ଓ ସ୍କୁଲ କମିଟି ଙ୍କ ଭରସାରେ ଲଚିଦା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ, ବାରଣ୍ଡା ରେ ପଢ଼ିଲେ ପିଲା ବରଗଡ଼:-(୧୫.୯)ସାରା ରାଜ୍ୟରେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ପକ୍ଷରୁ ବାରମ୍ବାର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା କୁ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ସଂଘ,ପାଠ ପଢା ଠପ୍

ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ସଂଘ,ପାଠ ପଢା ଠପ୍ ବରଗଡ଼:-(୧୫.୯)ଦୀର୍ଘ ବର୍ଷର ଦାବୀ କୁ ନେଇ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ଅତାବିରା ବ୍ଲକ ର ସମୂହ ପ୍ରାଥମିକ ଶିକ୍ଷକ ଅତାବିରା ଗୋଷ୍ଠୀ ଶିକ୍ଷା…

୮ ଦିନରେ ପହଞ୍ଚିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନ ପକ୍ଷରୁ ଗଣ ଧାରଣା

ବି ଇ ଓଙ୍କ କାର୍ଯ୍ୟାଳୟ ସମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନ ପକ୍ଷରୁ ୩ଦଫା ଦାବି ନେଇ ଜାରି ରହିଛି ଧାରଣା ୮ ଦିନରେ ପହଞ୍ଚିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନ ପକ୍ଷରୁ ଗଣ ଧାରଣା ଅନୁଗୋଳ –…

ଅଲ ଓଡିଶା ପେନସନସ ଆଶୋସିଏସନ ଜଗତସିଂହପୁର ପକ୍ଷରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୁର୍ଣ ଗଣ ଧାରଣା

(ଅଲ ଓଡିଶା ପେନସନସ ଆଶୋସିଏସନ ଜଗତସିଂହପୁର ପକ୍ଷରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୁର୍ଣ ଗଣ ଧାରଣା ) ଜଗତସିଂହପୁର ତା =15/9/23 ଅଲ ଓଡିଶା ପେନସନର୍ସ ଆସୋସିଏସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୪ଦଫା ଦାବିନେଇ ଜଗତସିଂହପୁର ଜିଲ୍ଲାପାଳ ଙ୍କ…

ପୃଥିବୀର ଚତୁର୍ଥ କକ୍ଷପଥ ସମାପ୍ତ କଲା ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ,୧୫।୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ-୧ ମହାକାଶଯାନ ଚତୁର୍ଥ ‘ଆର୍ଥ ବାଉଣ୍ଡ୍‌ ମନିଭର୍‌’ ସଫଳତାର ସହ ସମାପ୍ତ କରିଛି। ଭାରତୀୟ ସ୍ପେସ ଏଜେନ୍ସି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଏକ୍ସ ମାଧ୍ୟମରେ ଏହି…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ

ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି । ଖରାପ ପାଗ ପାଇଁ ଛତିଶଗଡ଼ ବଦଳରେ ଝାରସୁଗୁଡ଼ାରେ ଓହ୍ଲାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଦିନିକିଆ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଗସ୍ତରେ ମୋଦି ଜୀ ଥିବା ବେଳେ ଛତିଶଗଡ଼ରେ ପାଗ ଅନୁକୂଳ ନଥିବାରୁ…