Author: jagratbharatnews

ଚନ୍ଦ୍ରାୟନ-୩ ଏବଂ ଆଦିତ୍ଯ-ଏଲ୍-୧ର ଐତିହାସିକ ସଫଳତାରେ ସାମିଲ ହୋଇ ଓଡିଶା ପାଇଁ ଗୌରବ ଆଣିଛି ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍

ଚନ୍ଦ୍ରାୟନ-୩ ଏବଂ ଆଦିତ୍ଯ-ଏଲ୍-୧ର ଐତିହାସିକ ସଫଳତାରେ ସାମିଲ ହୋଇ ଓଡିଶା ପାଇଁ ଗୌରବ ଆଣିଛି ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍। ଚନ୍ଦ୍ରାୟନ-୩ ଅଭିଯାନର ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପ୍ରଦାନ କରିଥିଲେ ଇନଷ୍ଟିଚ୍ୟୁର ଛାତ୍ର ଦୀପକ କୁମାର ସାହୁ, ଶିବୁ…

ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।…

ଜଗତସିଂହପୁର ଜ଼ିଲ୍ଲା ସରପଞ୍ଚ ମହା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର ଜ଼ିଲ୍ଲା ସରପଞ୍ଚ ମହା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ଜଗତସିଂହପୁର ତା =14/9(ନି ପ୍ର ) ଜଗତସିଂହପୁର ଜ଼ିଲ୍ଲା ସରପଞ୍ଚ ମହାସଙ୍ଘ ପକ୍ଷରୁ ସରପଞ୍ଚ ମାନଙ୍କୁ ଦରମା ପ୍ରଦାନ କରିବା ସହିତ ସୁରକ୍ଷା ଯୋଗାଇଦେବା | ପଞ୍ଚାୟତ…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ଓଡ଼ାପଡ଼ା ଓ ହିନ୍ଦୋଳ ବ୍ଲକ୍‌ର ୧୦୦ରୁ ଅଧିକ ଗ୍ରାମ ଏହି ଅଭିଯାନରେ ସାମିଲ ନରେନ୍ଦ୍ରପୁର, ୧୪ ସେପ୍ଟେମ୍ବର ୨୦୨୩: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ସ୍ଵାସ୍ଥ୍ୟ ଅଭିଯାନର ଅଂଶବିଶେଷ…

୨୪ ଘଣ୍ଟାରେ ୪୭.୫ ମିମି ବର୍ଷା ରେକର୍ଡ- ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା – ସର୍ବୋଚ୍ଚ ଯନ୍ତ୍ରୀ

୨୪ ଘଣ୍ଟାରେ ୪୭.୫ ମିମି ବର୍ଷା ରେକର୍ଡ ସ୍ୱାଭାବିକ ଠାରୁ ୫୨୪% ଅଧିକ। ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟାରେ ଆହୁରି ବର୍ଷା ହେବ। ନିଅଣ୍ଟିଆ ପ୍ରାୟ ଭରଣ ହୋଇଯିବ। ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା ସର୍ବୋଚ୍ଚ…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ସଂଧ୍ୟାରେ ବସିବ ବୈଠକ। ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ୍‌କୁ ମିଳିପାରେ ଅନୁମୋଦନ। Post Views: 24

କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ

ସାମାଜିକ ଗଣମାଧ୍ୟମରେ କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ। ବିଧାୟକ ରଘୁରାମ ପଡାଲଙ୍କୁ ଫେସ୍‌ବୁକ୍‌ରେ ହତ୍ୟା ଧମକ ଅଭିଯୋଗ। ଟାଉନ ଥାନାରେ ବିଧାୟକଙ୍କ ଅଭିଯୋଗ ପରେ ଜଣେ ଯୁବକ ଅଟକ l Post Views: 19

ଜିଲ୍ଲା ସ୍ତରୀୟ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ ଢେଙ୍କାନାଳ :14/09-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧକ୍ଷତା ରେ ଆଗାମୀ ବିଧାନ ସଭା ଓ ଲୋକ ସଭା ନିର୍ବାଚନ ପାଇଁ ଜିଲ୍ଲା ସ୍ତରୀୟ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ଅବସରରେ ସଂଗୃହୀତ ଜନ ଅଭିଯୋଗ ସମାଧାନ ଅଗ୍ରଗତିର ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ଅବସରରେ ସଂଗୃହୀତ ଜନ ଅଭିଯୋଗ ସମାଧାନ ଅଗ୍ରଗତିର ସମୀକ୍ଷା କରିଛନ୍ତି #5T ସଚିବ ଶ୍ରୀ ଭି କେ ପାଣ୍ଡିଆନ। ଏହି ଅବସରରେ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ସଚିବ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ପାନୀୟ…

ଆଜି “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା”ର ଶୁଭାରମ୍ଭ କରିବେ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା”ର ଶୁଭାରମ୍ଭ କରିବେ। ରାଜ୍ୟର ୧୫ରୁ ୧୯ ବର୍ଷ ବୟସ୍କ ସମସ୍ତ କିଶୋରୀ ବାଳିକାଙ୍କୁ ପୁଷ୍ଟି ସହାୟତା ପ୍ରଦାନ, ଗର୍ଭବତୀ ଏବଂ ସ୍ତନ୍ଯପାନ କରାଉଥିବା ମା’ମାନଙ୍କୁ ଅଧିକ ଶୁଖିଲା…