Author: jagratbharatnews

ଅମ୍ବାଭୋନା ରେ ମିଶନ ଇନ୍ଦ୍ରଧନୁଶ କାର୍ଯ୍ୟକ୍ରମ

ଅମ୍ବାଭୋନା ରେ ମିଶନ ଇନ୍ଦ୍ରଧନୁଶ କାର୍ଯ୍ୟକ୍ରମ ======================== ଅମ୍ବାଭୋନା –ବରଗଡ ଜିଲ୍ଲା ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡା. ଟେମରାମ ଦେହେରି ଙ୍କ ତତ୍ତ୍ୱ|ବଧାନ ରେ ମିଶନ ଇନ୍ଦ୍ରଧନୁଶ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି |ଉକ୍ତ…

ବାରହା ଫାଶରେ ୩ ଛେଲି ମୃତ, ଅଳ୍ପକେ ଵର୍ତିଲେ ଛେଲିଚରାଳି

ବାରହା ଫାଶରେ ୩ ଛେଲି ମୃତ, ଅଳ୍ପକେ ଵର୍ତିଲେ ଛେଲିଚରାଳି ଅମ୍ବାଭୋନା -୧୩/୦୯/୨୦୨୩-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବାରପାହାଡ ଡେବ୍ରୀଗଡ ଅଭୟାରଣ୍ୟ ନିକଟରେ ଥିବା ଉତ୍ତମ ରୁ ଉଧେଇପାଲି ଗ୍ରାମ ରାସ୍ତା ପାର୍ଶ୍ବରେ ବାରହା ଶିକାରୀ ବିଦ୍ୟୁତ ହୁକ ପକାଇ…

ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ଆକ୍ୱାଗାର୍ଡ ଅଚଳାବସ୍ଥା

( ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ଆକ୍ୱାଗାର୍ଡ ଅଚଳାବସ୍ଥା) ଜଗତସିଂହପୁର ତା =13/9/23 ଏ ହେଉଛି ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ଏବଂ ଥାନା ଛକ ପାଖରେ ଥିବା ଆକ୍ୱାଗାର୍ଡ ର ଅବସ୍ତା l ଯେଉଁଠି ଥାନା, ଜିଲା ମୁଖ୍ଯ ଚିକିତ୍ସାଳୟ, ପୌରପରିଷଦ କାର୍ଯ୍ୟାଳୟ,…

ବଜ୍ରାଘାତରେ ଜଣେ ମୃତ

ବୌଦ୍ଧ: ଗଛ ତଳେ ଆଶ୍ରୟ ହେଲା କାଳ; ବଜ୍ରାଘାତରେ ଜଣେ ମୃତ। ବର୍ଷାରେ ଗଛ ତଳେ ୩ ସାଙ୍ଗ ଆଶ୍ରୟ ନେଇଥିଲା ବେଳେ ବଜ୍ରାଘାତ। ଜଣଙ୍କର ମୃତ୍ୟୁ; ଆଉ ୨ ସାଙ୍ଗ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ବାଉଁଶୁଣୀ ଥାନା ବଲାକିରାରେ…

ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ପିତାମାତାଙ୍କ ସହଭାଗିତା ବୈଠକ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ପିତାମାତାଙ୍କ ସହଭାଗିତା ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ତେର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି।…

ମାରୁତି ସୁଜିକି ନେକ୍ସା ଇଭେଣ୍ଟ

ମାରୁତି ସୁଜିକି ନେକ୍ସା ଇଭେଣ୍ଟ ଢେଙ୍କାନାଳ ଆଜକୁ ତିନି ଦିନ ୧୦/୦୯/୨୦୨୩ ଠାରୁ ୧୩/୦୯/୨୦୨୩ ଧରି ଢେଙ୍କାନାଳ ଗଣେଷ ବଜାର ସ୍ଥିତ ରଥଗଡା ଠାରେ ମାରୁତି ସୁଜିକି ନେକ୍ସା କାର ଗୁଡିକ ର ପ୍ରମୋସନ୍ ଚାଲିଥିଲା । ଏଥିରେ ପ୍ରୋପାଇଟର ଶ୍ରୀ…

ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିହତ

ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିହତ କାଶ୍ମୀର ରଜୌରୀରେ ଏନ୍‌କାଉଣ୍ଟର, ଜଣେ ଆତଙ୍କବାଦୀ ନିହତ। ଗୁଳିବିନିମୟ ବେଳେ ଜଣେ ଯବାନ ସହିଦ, ଆଉ ୩ ଆହତ। ସର୍ଚ୍ଚ ଅପରେସନ ବେଳେ ୬ ବର୍ଷର ସେନା କୁକୁର ‘କେଣ୍ଟ’ର ମୃତ୍ୟୁ। ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ…

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସହଭାଗିତାରେ ଓ୍ବାଟର କୁଲର୍ ଲୋକାର୍ପଣ

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସହଭାଗିତାରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରର ଗିରିଦୁର୍ଗା ମନ୍ଦିର ପରିସରରେ ଏକ ଓ୍ବାଟର ପ୍ୟୁରିଫାୟର ଓ କୁଲର୍ ସ୍ଥାପନ କରାଯାଇଛି। ଆଜି ସ୍ଥାନୀୟ ବିଧାୟକ ମାନ୍ୟବର, ଶ୍ରୀଯୁକ୍ତ…

ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ: ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା ଏବଂ ଅମିତ ଶାହା ମଧ୍ୟ ଯୋଗଦେବେ। ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆସନ୍ତା…

ଖୋଲିବ ହୀରାକୁଦର ୨ଟି ଗେଟ୍

ଖୋଲିବ ହୀରାକୁଦର ୨ଟି ଗେଟ୍ ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ନିଷ୍ପତ୍ତି। ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌। Post Views: 20