Author: jagratbharatnews

ଏସିଆନ ଗେମ୍ସ ଖେଳାଳିଙ୍କୁ ୧୦ ଲକ୍ଷ

ଏସିଆନ ଗେମ୍ସ ଖେଳାଳିଙ୍କୁ ୧୦ ଲକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହାୟତା ରାଶି ଘୋଷଣା। ଯୋଗ୍ୟ ୧୩ ଓଡ଼ିଆ ଆଥଲେଟଙ୍କୁ ସହାୟତା। ପ୍ରତି ଆଥଲେଟଙ୍କୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା। Post Views: 19

୪୫ ଜଣ ନୂତନ ଡାକ୍ତରଙ୍କୁ ଇ ଏସ୍ ଆଇ ହସ୍ପିଟାଲରେ ନିଯୁକ୍ତି

45 ମେଡିକାଲ୍ ଅଫିସର ଆଜି ESI ହସ୍ପିଟାଲ୍ ଏବଂ ଡିସପେନସାରିରେ ଯୋଗ ଦେଇଛନ୍ତି | ଏହି ଉଦ୍ଦେଶ୍ୟରେ ଆଜି ଲୋକ ସେବା ଭବନରେ ଥିବା କନଭେନସନ୍ ସେଣ୍ଟରରେ ଓରିଏଣ୍ଟେସନ୍ ପ୍ରୋଗ୍ରାମ୍ ସହିତ ଏକ ନିଯୁକ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |…

ରାଜ୍ୟର ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟ୍‌ଲେଟ୍ ଖୋଲାଯିବ

ରାଜ୍ୟର ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟ୍‌ଲେଟ୍ ଖୋଲାଯିବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ତଥା ସରକାରଙ୍କ ଦ୍ଵାରା ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଠିକ୍ ସମୟରେ ପ୍ରଦାନ କରିବା ନିମନ୍ତେ…

ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଯୋଜନା ସମ୍ବନ୍ଧିତ ଆଲୋଚନା

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସଭାପତିତ୍ବରେ ଆଜି ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଜ୍ଯ ସରକାରଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସଚିବମାନଙ୍କ…

ସେକ୍ସ ରାକେଟ ଠାବ ହୋଇଛି

ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ ହୋଇଛି ବ୍ରହ୍ମପୁର ସହରରେ ସେକ୍ସ ରାକେଟ ଠାବ, ୩ ଗିରଫ। ନିମଖଣ୍ଡି ଥାନା ଶକ୍ତିନଗର ପ୍ରଥମ ଲେନ୍‌ର ଜଣଙ୍କ ଘରେ ଚଢ଼ାଉ। ୩ ଯୁବତୀ ଉଦ୍ଧାର, ଘର ମାଲିକଙ୍କ ସମେତ ୩ ଦଲାଲ ଗିରଫ। Post…

ଅବୋଧ କୋମଳମତି ଶିଶୁର ମୃତ୍ୟୁ ପାଇଁ କିଏ ଦାୟୀ

ଅବୋଧ କୋମଳମତି ଶିଶୁର ମୃତ୍ୟୁ ପାଇଁ କିଏ ଦାୟୀ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ କୋଲହ୍ ବରପଦା ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରରେ ଟୀକା ଗ୍ରହଣ ପରେ ଗୋଟିଏ ଅଢେଇ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ…

କରଞ୍ଜିଆପଡା ଠାରେ ଅନୁ୍ଷ୍ଠୀତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

କରଞ୍ଜିଆପଡା ଠାରେ ଅନୁ୍ଷ୍ଠୀତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ | ଗତ ୮ ତାରିଖରୁ କରଞ୍ଜିଆପଡା ଠାରେ ଅନୁଷ୍ଠିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ୪୮ ଟି ଦଳ ୪ ଭାଗରେ ବିଭକ୍ତ…

ଝୁମ୍ପୁରାରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର

ଝୁମ୍ପୁରାରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର | ଆଜି ସନ୍ଧ୍ୟାରେ ଝୁମ୍ପୁରା ଦୂର୍ଗାମନ୍ଦିର ପଛପଟେ ଥିବା ଘରେ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି | ଶୁଚନା ମୁତାବକ ମୃତକ ଜଣକ ପ୍ରକାଶ ସାହୁଙ୍କ…

ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ

ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ଆଜି ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କେନ୍ଦୁଝର ଗସ୍ତ କରି ସମ୍ମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ର ବିଭିନ୍ନ ପ୍ରକଳ୍ପ ବିଷୟରେ ସମୀକ୍ଷା କରିଛନ୍ତି…

ବିଶ୍ବକଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ଵମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନ କରିବା ସମ୍ବନ୍ଧରେ ୩ ମାସ ମଧ୍ୟରେ ନିଷ୍ପତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ମାନ୍ୟବର ଓଡିଶା ହାଇକୋର୍ଟ

ବିଶ୍ବକଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ଵମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନ କରିବା ସମ୍ବନ୍ଧରେ ୩ ମାସ ମଧ୍ୟରେ ନିଷ୍ପତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ମାନ୍ୟବର ଓଡିଶା ହାଇକୋର୍ଟ । ଢେଙ୍କାନାଳ (୧୨/୯) – ଆଡଭୋକେଟ୍ ଇଂ…