ଗ୍ରାମବାସୀଙ୍କ ସମସ୍ୟା ନେଇ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସମିତିସଭ୍ଯା
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର ନୂଆହତା ଗ୍ରାମ ପଞ୍ଚାୟତ ର ସମିତିସଭ୍ୟା ପଞ୍ଚାୟତବାସୀଙ୍କ ପାଣି ସମସ୍ୟା ନେଇ ବଅଁରପାଳ ବ୍ଲକ ରେ ଚାଲିଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ସମିତିସଭ୍ୟା ଶ୍ରୀମତୀ ଅଞ୍ଜଳି ଦଳବେହେରାଙ୍କ ସୂଚନା ମୁତାବକ ଗ୍ରାମର…
