ପୂର୍ବ ଭାରତରେ ବିଦ୍ୟୁତ୍ ପକଳ୍ପର ସମୀକ୍ଷା କଲେ ଗୌତମ ଆଦାନୀ , ପୁଣି ଦେହରାଇଲେ ତାଙ୍କର ଜନ କଲ୍ୟାଣ ପ୍ରତିବଦ୍ଧତାକୁ
ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ରବିବାର ତାଙ୍କର ଦିନିକିଆ ଝାଡ଼ଖଣ୍ଡ ଏବଂ ବିହାର ଗସ୍ତ ସମୟରେ ପ୍ରମୁଖ ପାୱାର ପ୍ରୋଜେକ୍ଟଗୁଡ଼ିକ ଯାଞ୍ଚ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପୂର୍ବ ଭାରତରେ ଆଦାନୀ ଗ୍ରୁପର ବଢ଼ୁଥିବା ଉପସ୍ଥିତିକୁ ପ୍ରତିଫଳିତ କରେ, ଯାହା ଖଣିଜ…
