ଅନ୍ତର୍ଜାତୀୟ ମହିଳା ଦିବସ’ରେ ମହିଳାଙ୍କୁ ମିଳିଲା ସୁଭଦ୍ରାର ଚତୁର୍ଥ କିସ୍ତି
‘ଅନ୍ତର୍ଜାତୀୟ ମହିଳା ଦିବସ’ରେ ମହିଳାଙ୍କୁ ମିଳିଲା ସୁଭଦ୍ରାର ଚତୁର୍ଥ କିସ୍ତି ଅନୁଗୋଳ,୦୮.୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଜି ପୁରୀ ଜିଲ୍ଲାରେ ଆୟୋଜିତ ସ୍ବତନ୍ତ୍ର…
ବିଶ୍ୱମହିଳା ଦିବସ ପାଳିତ
ବିଶ୍ୱମହିଳା ଦିବସ ପାଳିତ ତାଳଚେର, ୦୭/୦୩ ଆଗେଇବା ଦୈନିକ ଖବରକାଗଜ ପକ୍ଷରୁ ପଂଚାୟତ ସଭାଗୃହ ଠାରେ ବିଶ୍ୱମହିଳା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ତଥା ଆଗେଇବା କାଗଜର ଯୋଗଦେଇ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ…
ମହିଳା ବିକାଶ ପରିବର୍ତନ ତରଫରୁ ନାବାଳିକାଙ୍କ ଅପରାଧିକ ମାମଲା ଶିଘ୍ର ନ୍ୟାୟ କୋର୍ଟରେ ଦାବିପତ୍ର
ମହିଳା ବିକାଶ ପରିବର୍ତନ ତରଫରୁ ନାବାଳିକାଙ୍କ ଅପରାଧିକ ମାମଲା ଶିଘ୍ର ନ୍ୟାୟ କୋର୍ଟରେ ଦାବିପତ୍ର ତାଳଚେର, ୦୭/୦୩ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳା ବିକାଶମଂଚ (ପରିବର୍ତନ) ଅନୁଗୋଳ ପକ୍ଷରୁ ଆଜି ତାଳଚେର କୋର୍ଟ ପରିସରକୁ ଏକ ପ୍ରତିନିଧି ଦଳ ଆସି…
ମା ହିଙ୍ଗୁଳା ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ
ମା ହିଙ୍ଗୁଳା ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ତାଳଚେର, ୦୭/୦୩ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ…
ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ପଦଯାତ୍ରା ଆୟୋଜିତ
ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ପଦଯାତ୍ରା ଆୟୋଜିତ ଅନୁଗୋଳ, ୦୮.୦୩ : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଅର୍ନ୍ତଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି…
ଶ୍ରୀ ଜଗନ୍ନାଥ ଦର୍ଶନରେ ଗଲେ ୧୩୧ ଜଣ ବରିଷ୍ଠ ନାଗରିକ
ଶ୍ରୀ ଜଗନ୍ନାଥ ଦର୍ଶନରେ ଗଲେ ୧୩୧ ଜଣ ବରିଷ୍ଠ ନାଗରିକ ଅନୁଗୋଳ,ତା.୦୭. ୦୩ :- ଆଜି ଅପରାହ୍ନରେ ସ୍ଥାନୀୟ ସଭାଘର ଠାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାର ୧୩୧ ଜଣ ବରିଷ୍ଠ ନାଗରିକ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ।…
