Category: ଅନୁଗୋଳ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଗୋଳ,ତା. ୨୨.୧୦:- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରେ…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା. ୦୨୧.୧୦:-ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ଶ୍ରୀ…

ଆଜି ଅନୁଗୋଳ ଜିଲ୍ଲାର ବଅଁରପାଳରେ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ ଓ ନୂଆହତା ହାଇସ୍କୁଲରେ ଜ୍ଞାନବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ବଅଁରପାଳ ଠାରେ ଟାଟା ଷ୍ଟିଲ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ଅନୁଗୋଳ, 03/10 – ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ଓ ପଠାଣି ସାମନ୍ତ ପ୍ଲାନେଟୋରିଅମର ଭୁବନେଶ୍ବରର ମିଳିତ ଆନୁକୁଲ୍ୟରେ ବଅଁରପାଳ ଠାରେ ଟାଟା ଷ୍ଟିଲ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଓ…

ଏନଟିପିସି ତାଳଚେର ଥର୍ମାଲ୍‌ ଓଡ଼ିଶାର ପର୍ବତାରୋହିଣୀଙ୍କ ମାଉଣ୍ଟ ଏଲବ୍ରୁସ୍‌ ଅଭିଯାନର ପ୍ରାୟୋଜକ

ତାଳଚେର, ଓଡ଼ିଶା – ଏନଟିପିସି ତାଳଚେର ଥର୍ମାଲ୍‌ ଦ୍ୱାରା ଓଡ଼ିଶାର ପର୍ବତାରୋହିଣୀ ଶ୍ରୀମତୀ ବିଭାରାଣୀ ପାତ୍ରଙ୍କ ମାଉଣ୍ଟ ଏଲବ୍ରୁସ୍‌ (ଯାହା ହେଉଛି ଇଉରୋପ୍ ଏବଂ ରୁଷିଆର ସବୁଠାରୁ ଉଚ୍ଚ ଚୂଡ଼ା) ଉପରେ ସଫଳ ଅଭିଯାନର ପ୍ରାୟୋଜନ କରିଛନ୍ତି । ଏହି ପ୍ରାୟୋଜନ…

ବିଜେଡିର ମାରାଥାନ କର୍ମୀ ସମ୍ମିଳନୀ

ଅନୁଗୋଳ/ବଅଁରପାଳ,୮/୫- ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼, ଗଡ଼ସନ୍ତ୍ରୀ ଓ ତୁଳସୀପାଳ ପଞ୍ଚାୟତରେ ବିଜେଡି ଦଳ ପକ୍ଷରୁ ମାରାଥନ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ପଂଚାୟତରେ ହୋଇଥିବା କର୍ମୀ ସମ୍ମିଳନୀରେ ପ୍ମାଗମ ହୋଇଥିଲା l ଏହି ଅବସରରେ…

ବନ୍ତଳା ବଜାରର କାଳିଆ ସାହୁ ଘରେ ଗ୍ୟାସ ଟାଙ୍କି ଫାଟି ଦୁଇ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବଜାରରେ ଆଜି ଏକ ଅଘଟଣ ଘଟିଛି। ଆଜି ସକାଳେ ବନ୍ତଳା ବଜାର ଅଞ୍ଚଳରେ ରହୁଥିବା କାଳିଆ ସାହୁ ଘରେ ଗ୍ୟାସ୍ ଟାଙ୍କୀ ଫାଟି ଯିବାରୁ ଦୁଇ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି…

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଅନୁଗୋଳ, ୦୨/୦୪- ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ । ୮୯ତମ ପବିତ୍ର ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଅନୁଗୋଳରେ ନିର୍ବାଚନ ଆଚରଣ ବିଧି ମୁତାବକ ପାଳିତ ହୋଇଯାଇଛି ।…

ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ଅନୁଗୋଳ ୨୪.୦୩- ଆଜି ପୂର୍ବାହ୍ନରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଠାରେ “ବିଶ୍ଵ ଯକ୍ଷ୍ମା ଦିବସ” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ବିହାରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣ…

ବିବାହିତ ମହିଳା ଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ନୂଆହତା ଗ୍ରାମ ପଞ୍ଚାୟତ ରେ ରାତି ଅଧରେ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ। ଅଭିଯୋଗ କାରିଣୀ ଜଣଙ୍କ ହେଲେ ସାଗର ପ୍ରସାଦ ଜେନାଙ୍କ ଧର୍ମପତ୍ନୀ ତ୍ରିବେଣୀ ଜେନା।…

ଶାଳବଣି ରୁ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମାହତ୍ୟା ସନ୍ଦେହ

ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆ ବାଇପାସ୍ ଶାଳବଣି ଅଞ୍ଚଳରେ ଥିବା ଏକ ଜମ୍ବୁ ଗଛ ରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ବେନ୍ତପୁର ପଞ୍ଚାୟତ ର ମୁଣ୍ଡହତା ର ବସନ୍ତ ନାଏକ…