ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ
ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ଼ତାଳଚେର, ୨୪/୦୮ ବଜାରରେ ଏବେ ସିନ୍ଥେଟିକ୍ ପନିର ଓ ମିଠା ଚାହିଦା ବିକ୍ରି ନେଇ ଚିନ୍ତା ବଢ଼ିଛି । ଅସଲି ପନିର ଭଳି ଦେଖାଯାଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟପାଇଁ କେତେ କ୍ଷତିକାରକ ତାହା କିଏବା…
ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ଼ତାଳଚେର, ୨୪/୦୮ ବଜାରରେ ଏବେ ସିନ୍ଥେଟିକ୍ ପନିର ଓ ମିଠା ଚାହିଦା ବିକ୍ରି ନେଇ ଚିନ୍ତା ବଢ଼ିଛି । ଅସଲି ପନିର ଭଳି ଦେଖାଯାଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟପାଇଁ କେତେ କ୍ଷତିକାରକ ତାହା କିଏବା…
ସୁରକ୍ଷିତ ଶୈଶବ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ଼ତାଳଚେର, ୨୪/୦୮ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଡ଼େଭଲୋମେଂଟ ଫାଉଣ୍ଡେସନ୍ ଏବଂ ଡ଼ିଏଭି ବାଳିକା ସ୍କୁଲ ଜଗନ୍ନାଥ ତାଳଚେର ପକ୍ଷରୁ ସ୍କୁଲ ତଥା କାର୍ଯ୍ୟକ୍ଷେତ୍ରରେ ଅଶାଳୀନ ବ୍ୟବହାର ସମ୍ପର୍କିତ ସଚେତନତା…
ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ବୁଟକ୍ୟାମ୍ପ ଆୟୋଜନ଼ତାଳଚେର, ୨୪/୦୮ ଏନଟିପିସି ତାଳଚେର ଥର୍ମାଲ ଇଡ଼ି/ଏଚଓପି ବିଜୟ ଚାନ୍ଦଙ୍କ ଦ୍ୱାରା ଜିଏମ ପ୍ରୋଜେକ୍ଟ, ଜିଏମ ରକ୍ଷଣବେକ୍ଷଣ ଏବଂ ସମସ୍ତ ଉଚ୍ଚ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୨୦୨୬ ମସିହା ୨୧ରୁ ୨୨…
ବେଧଡକ ଗଛକଟାକୁ ନେଇ ତାଳଚେରରେ ଜନଅସନ୍ତୋଷ ସାଉଥ୍ ବଲଣ୍ଡା ପିଓଙ୍କ ମନମାନି ଅଭିଯୋଗ, ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳରେ ବେଧଡକ ଗଛକଟାକୁ ନେଇ ଦେଖାଦେଇଛି ତୀବ୍ର ଜନଅସନ୍ତୋଷ। ଓଆସରି ଛକଠାରୁ ବଲଣ୍ଡା…
ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ପାଠ ପଢ଼ାଇଲା ହଣ୍ଡପା ପୋଲିସ ବଇଣ୍ଡା: ଡିଜିଟାଲ୍ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଛି ହଣ୍ଡପା ପୋଲିସ। ଜନତା ମହାବିଦ୍ୟାଳୟ, ବଇଣ୍ଡା ପରିସରରେ ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…
ତାଳଚେରରେ ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍ ଅନୁଗୋଳ ର ଦକ୍ଷତା ଶିବିର ତାଳଚେରସ୍ଥିତ ଦେଉଳବେରା କୋଲିୟରୀ ଗ୍ରୀନ୍ ଗ୍ରାସ୍ରେ ଥିବା ଡିସିଆଇ କ୍ଲବ୍ ପରିସରରେ ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍, ଅନୁଗୋଳ ପକ୍ଷରୁ ୨ୟ ବ୍ଲାକ୍ ବେଲ୍ଟ ଦକ୍ଷତା ଶିବିର, ରେଫରି…
ଆଜିର ରାଶିଫଳ — ୨୪ ଅଗଷ୍ଟ ୨୦୨୬ ମେଷ: ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ।ଶୁଭ ଫଳାଫଳ: ଅଟକିଥିବା କାମ ଆଗକୁ ବଢ଼ିବ।ଶୁଭ ସଂଖ୍ୟା: ୯ | ଶୁଭ ରଙ୍ଗ:…
ଖିଣ୍ଡାରୁ ଉଦ୍ଧାର ହେଲା ୮ ଫୁଟିଆ ଅଜଗର, ପମ୍ପାସର ବନ୍ୟଜନ୍ତୁ ଅଞ୍ଚଳରେ ଛଡ଼ାଗଲା ଅନୁଗୋଳ: ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଅନୁଗୋଳ ବନଖଣ୍ଡର ଆଉ ଏକ ପ୍ରଶଂସନୀୟ ପଦକ୍ଷେପ। ବନ୍ତଳା ରେଞ୍ଜ୍ ଅଧୀନ ଖିଣ୍ଡା ସେକ୍ସନର ଖିଣ୍ଡା ଗ୍ରାମ ଅଞ୍ଚଳରୁ ଏକ ବିଶାଳ…
ଆଜିର ରାଶିଫଳ — ୨୩ ଅଗଷ୍ଟ ୨୦୨୬ ମେଷ: ଆଜି ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ।ଶୁଭ ଫଳାଫଳ: କାମରେ ସଫଳତା | ଶୁଭ ସଂଖ୍ୟା: ୯ | ଶୁଭ ରଙ୍ଗ: ଲାଲ | ଶୁଭ…
NTPC ତାଳଚେର ଥର୍ମାଲରେ ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ ତାଳଚେର, ୨୨/୦୮: ସୁରକ୍ଷା ସଂସ୍କୃତିକୁ ଆହୁରି ସୁଦୃଢ଼ କରିବା ଓ ନେତୃତ୍ୱ କ୍ଷମତା ବୃଦ୍ଧି ଲକ୍ଷ୍ୟରେ NTPC ତାଳଚେର ଥର୍ମାଲ ପକ୍ଷରୁ ଦୁଇଦିନିଆ ‘ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ’ ଆୟୋଜିତ ହୋଇଯାଇଛି। ଅଗଷ୍ଟ ୨୧ରୁ…