ନବବଧୂଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ହତ୍ୟା ଅଭିଯୋଗ ପରେ ପୋଲିସର ତଦନ୍ତ
ନବବଧୂଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ହତ୍ୟା ଅଭିଯୋଗ ପରେ ପୋଲିସର ତଦନ୍ତ ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ପଞ୍ଚାୟତର ବିଶ୍ୱନାଥପୁର ସାହିରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଦେଖାଦେଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା…
