ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବା ପ୍ରଦାନ କରାଯିବ
ଜୁନ୍ ୨୧ରେ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବା ପ୍ରଦାନ କରାଯିବ । ଅନୁଗୁଳର ପ୍ରମୁଖ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସେବା ଉପଲବ୍ଧ ହେବ । ପରୀକ୍ଷାର୍ଥୀ ପ୍ରବେଶ ପତ୍ର (Admit Card)…
ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ
ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ଅନୁଗୋଳ, ୧୯.୦୬ : ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ ସ୍ଲୋଗାନ ସହ ଅନୁଗୋଳରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା…
ତାଳଚେର ଥର୍ମାଲରେ ସୁରକ୍ଷା କାର୍ଯ୍ୟଦକ୍ଷତା ଏବଂ ବୈଧାନିକ ଅନୁପାଳନ
ତାଳଚେର ଥର୍ମାଲରେ ସୁରକ୍ଷା କାର୍ଯ୍ୟଦକ୍ଷତା ଏବଂ ବୈଧାନିକ ଅନୁପାଳନତାଳଚେର, ୧୯/ ୦୬ ପ୍ରକଳ୍ପରେ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ବୈଧାନିକ ଅନୁପାଳନର ସ୍ଥିତି ସମୀକ୍ଷା କରିବା ପାଇଁ ୧୭ ଜୁନ୍ ୨୦୨୬ରେ ଏନଟିପିସି, ତାଳଚେର ଥର୍ମାଲରେ ଅନୁଗୁଳର କାରଖାନା ଉପ ନିର୍ଦ୍ଦେଶକଙ୍କ…
କେବେ ସମ୍ପୂର୍ଣ୍ଣ ହେବ ତାଳଚେର ବିମଳାଗଡ଼ ରେଳପ୍ରକଳ୍ପ
କେବେ ସମ୍ପୂର୍ଣ୍ଣ ହେବ ତାଳଚେର ବିମଳାଗଡ଼ ରେଳପ୍ରକଳ୍ପ ତାଳଚେର, ୧୯/୦୬ ତାଳଚେର ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଅନୁଗୋଳରେ ଜମି ଅଧିଗ୍ରହଣ ସରିଲାଣି । କିନ୍ତୁ ଦେବଗଡ଼ରେ ରେଳବାଇକୁ ଏପର୍ଯ୍ୟନ୍ତ ଜମି ହସ୍ତାନ୍ତର ହୋଇନି । ସୁନ୍ଦରଗଡ଼ରେ ବି ସମାନ ସ୍ଥିତ ।…
ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ୪ପ୍ରତିଯୋଗୀ ଜାତୀୟ ସ୍ତରକୁ ମନୋନୀତ
ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ୪ପ୍ରତିଯୋଗୀ ଜାତୀୟ ସ୍ତରକୁ ମନୋନୀତତାଳଚେର, ୧୯/୦୬ ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନ୍ ଆନୁକୂଲ୍ୟରେ କଟକ ଇଣ୍ଡରୋ ଷା୍ଟାଡିୟମ୍ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଚଳିତ ମାସ…
NTPC ତାଳଚେର ଥର୍ମାଲରେ ସୁରକ୍ଷା କାର୍ଯ୍ୟଦକ୍ଷତା ଏବଂ ବୈଧାନିକ ଅନୁପାଳନର ସମୀକ୍ଷା କଲେ କାରଖାନା ଉପ ନିର୍ଦ୍ଦେଶକ
ଏନ୍ ଟିପିସି/ ତାଳଚେର – ୧୯ ଜୁନ୍ ୨୦୨୬ – ପ୍ରକଳ୍ପରେ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ବୈଧାନିକ ଅନୁପାଳନର ସ୍ଥିତି ସମୀକ୍ଷା କରିବା ପାଇଁ NTPC TTPP, BHEL TTPP ର ସୁରକ୍ଷା ସଂଘ ଏବଂ ନିୟୋଜିତ ଉପ-ଏଜେନ୍ସିଗୁଡ଼ିକର ସୁରକ୍ଷା…
ଅନୁଗୋଳରେ SIR-2026 ପ୍ରସ୍ତୁତିର ସମୀକ୍ଷା କଲେ ଭାରତ ନିର୍ବାଚନ ଆୟୋଗର ସଚିବ
ଅନୁଗୋଳରେ SIR-2026 ପ୍ରସ୍ତୁତିର ସମୀକ୍ଷା କଲେ ଭାରତ ନିର୍ବାଚନ ଆୟୋଗର ସଚିବ ଭାରତ ନିର୍ବାଚନ ଆୟୋଗ (ECI) ର ସଚିବ ଶ୍ରୀ ସୁଜିତ କୁମାର ମିଶ୍ର ଆଜି ଅନୁଗୋଳ ଜିଲ୍ଲାରେସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଅଗ୍ରଗତିର ସମୀକ୍ଷା…
ଆନନ୍ଦ ବଜାର ସ୍ଥିତ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଆନନ୍ଦ ବଜାର ସ୍ଥିତ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମତାଳଚେର, ୧୮/୦୬ ତାଳଚେର ବ୍ଲକ ସନ୍ଥପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆନନ୍ଦ ବଜାର ସ୍ଥିତ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ତିନି ଦିନ ବ୍ୟାପୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
