Category: ଅନୁଗୋଳ

ଅନୁଗୋଳରେ ଆରମ୍ଭ ହେଲା ‘ସୁଭଦ୍ରା’ର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ

ଅନୁଗୋଳରେ ଆରମ୍ଭ ହେଲା ‘ସୁଭଦ୍ରା’ର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଗୋଳ: ଅନୁଗୋଳ ସଭାଘରଠାରେ ଆଜି ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନକୁ ଗୁରୁତ୍ୱ ଦେଇ ଆୟୋଜିତ…

ଅନୁଗୋଳ ବିଜେପି କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ, ନେତାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା କର୍ମକର୍ତ୍ତା

ଅନୁଗୋଳ ବିଜେପି କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ, ନେତାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା କର୍ମକର୍ତ୍ତା ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି।…

ଆଜିର ରାଶିଫଳ

🌞 ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ ଆଜିର ରାଶିଫଳ ପ୍ରସ୍ତୁତ ଶୁକ୍ରବାର, ୨୮ ଅଗଷ୍ଟ ୨୦୨୬ ଆଜିର ଦିନଟି କାହା ପାଇଁ ଆଣିବ ସଫଳତା, ଆଉ କାହା ପାଇଁ ରହିବ ସତର୍କତାର ଆବଶ୍ୟକତା। ଜାଣନ୍ତୁ ୧୨ ରାଶିର ଆଜିର ଭବିଷ୍ୟଫଳ ସହ…

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସ୍ନେହ ସମ୍ପର୍କର ଡ଼ୋରୀରେ ବାନ୍ଧି ହେଲା ତାଳଚେର଼

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସ୍ନେହ ସମ୍ପର୍କର ଡ଼ୋରୀରେ ବାନ୍ଧି ହେଲା ତାଳଚେର଼ତାଳଚେର, ୨୭/୦୮ ଶ୍ରାବଣମାସ ଶୁକ୍ଳପକ୍ଷ ଚର୍ତୁଦଶୀ ତିଥିରେ ପବିତ୍ର ରାକ୍ଷୀପୂର୍ଣ୍ଣିମା ପାଳିତ ହେବ । ଏବେ ଛକ ଠାରୁ ବଜାର ବିଭିନ୍ନ ଜାଗାରେ ରାକ୍ଷୀ ଦୋକାନ ଗୁଡ଼ିକରେ ଭିଡ଼ ଦେଖିବାକୁ…

ପ୍ରଶାସନ ରୋକିଲା ବାଲ୍ୟ ବିବାହ

ପ୍ରଶାସନ ରୋକିଲା ବାଲ୍ୟ ବିବାହ଼ତାଳଚେର, ୨୭/୦୮ ତାଳଚେର ବ୍ଲକ କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ଗ୍ରାମ ବରସାହିର ବିଟି ସାହୁଙ୍କ ଝିଅ ସନ୍ତୋଷୀ ସାହୁଙ୍କର ବାଲ୍ୟ ବିବାହ ହେଉଥିବା ବେଳେ ଭାରପ୍ରାପ୍ତ ସିଡ଼ିପିଓ ଜୟନ୍ତୀ ସାମଲ ଏହି ଖବର ପାଇ ଘଟଣା…

ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ

ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ଼ତାଳଚେର, ୨୭/୦୮ ବଜାରରେ ଏବେ ସିନ୍ଥେଟିକ୍ ପନିର ଓ ମିଠା ଚାହିଦା ବିକ୍ରି ନେଇ ଚିନ୍ତା ବଢ଼ିଛି । ଅସଲି ପନିର ଭଳି ଦେଖାଯାଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟପାଇଁ କେତେ କ୍ଷତିକାରକ ତାହା କିଏବା…

ଆହତ ବ୍ଲାକ୍ କାଇଟ୍ ଉଦ୍ଧାର, ଚିକିତ୍ସା ପରେ ନିରୀକ୍ଷଣରେ

ଆହତ ବ୍ଲାକ୍ କାଇଟ୍ ଉଦ୍ଧାର, ଚିକିତ୍ସା ପରେ ନିରୀକ୍ଷଣରେ ତାଳଚେର: ଅନୁଗୋଳ ବନଖଣ୍ଡ ପକ୍ଷରୁ ଆହତ ଏକ ବ୍ଲାକ୍ କାଇଟ୍‌କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଛି। ଡାହାଣ ପକ୍ଷରେ ଆଘାତ ଲାଗିଥିବା ଅବସ୍ଥାରେ ପକ୍ଷୀଟିକୁ ତାଳଚେର ରେଞ୍ଜ ଅଫିସକୁ…

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତକିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତBileEnali ଗ୍ରାମପଞ୍ଚାୟତର Bhejigotha ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ…

୬୨ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ

୬୨ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ଅନୁଗୋଳ, ୨୫/୮: ଅନୁଗୋଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୬୨ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଢେଙ୍କାନାଳ ସାଂସଦ…

ଆଜିର ରାଶିଫଳ

ଆଜିର ରାଶିଫଳ — ୨୭ ଅଗଷ୍ଟ ୨୦୨୬ ମେଷ: ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ।ଶୁଭ ଫଳାଫଳ: କାର୍ଯ୍ୟରେ ସଫଳତା। ଶୁଭ ସଂଖ୍ୟା: ୯ ଶୁଭ ରଙ୍ଗ: ଲାଲ ଶୁଭ…