ଜଗନ୍ନାଥମହାପ୍ରଭୁ ଙ୍କ ସ୍ନାନଯାତ୍ରା
ଜଗନ୍ନାଥମହାପ୍ରଭୁ ଙ୍କ ସ୍ନାନଯାତ୍ରା ତାଳଚେର : ବହୁ ପୁରାତନ ଅମଳରୁ ତାଳଚେର ବ୍ରାହ୍ମଣୀ ନଦୀ କୂଳରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ଆଜି ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟରେ ନିୟୋଜିତ…
