Category: ଅନୁଗୋଳ

ମୃତ ବାଛୁରୀର ଶେଷକୃତ୍ୟ କଲା ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ

ମୃତ ବାଛୁରୀର ଶେଷକୃତ୍ୟ କଲା ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନୁଗୋଳ:ଏକ ମୃତ ବାଛୁରୀର ସମ୍ମାନଜନକ ଶେଷକୃତ୍ୟ କରି ଚର୍ଚ୍ଚାରେ ରହିଛି ଅନୁଗୋଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ଗତ ରାତିରେ ନାଲକୋ ଷ୍ଟେଟ୍ ବ୍ୟାଙ୍କ ନିକଟ…

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମତାଳଚେର, ତାଳଚେର, ୦୨/୦୬ ଦେଉଳବେଡ଼ା ଡିସିଆଇ କ୍ଲବ୍ ପରିସରରେ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଏମ୍ସିଏଲ୍ ଆମ୍ବୁଲାନ୍ସ ଡିଭିଜନର ମିଳିତ ଆନୁକୂଲ୍ୟରେ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏମ୍ସିଏଲ୍ ଆମ୍ବୁଲାନ୍ସ…

ମେଧାବୀ ଛାତ୍ର ଓମ୍ ପ୍ରକାଶଙ୍କ ସତିଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନ

ମେଧାବୀ ଛାତ୍ର ଓମ୍ ପ୍ରକାଶଙ୍କ ସତିଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନତାଳଚେର, ୦୨/୦୬ ତାଳଚେର ବ୍ଲକ୍‌ସ୍ଥିତ ପଡ଼ିଆଭଙ୍ଗା ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ବେହେରା ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନ କରିବାର…

ଏଆଇଟିୟୁସି ଶ୍ରମିକ ସଂଘ ତରଫରୁ ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସଂପାଦକଙ୍କୁ ସମ୍ବର୍ଦ୍ଧନା

ଏଆଇଟିୟୁସି ଶ୍ରମିକ ସଂଘ ତରଫରୁ ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସଂପାଦକଙ୍କୁ ସମ୍ବର୍ଦ୍ଧନାତାଳଚେର, ୦୩/୦୬ ତାଳଚେର କୋଇଲା ଖଣି ଅଂଚଳର ବିଶିଷ୍ଟ ଶ୍ରମିକ ନେତା ସୁରେନ୍ଦ୍ର କୁମାର ଶର୍ମା ଭାରତୀୟ ଖଣି ଶ୍ରମିକ ମହାସଂଘର ସହ ସଂପାଦକ ଭାବେ ମନୋତୀତ…

ତାଳଚେର ବ୍ଳକରେ ହେଉନି ଉନ୍ନୟନ ମୂଳକକାର୍ଯ୍ୟଗାଦି ମାଡ଼ିବସିଛନ୍ତି ବାବୁଭାୟା!

ତାଳଚେର ବ୍ଳକରେ ହେଉନି ଉନ୍ନୟନ ମୂଳକକାର୍ଯ୍ୟଗାଦି ମାଡ଼ିବସିଛନ୍ତି ବାବୁଭାୟା!ତାଳଚେର, ୦୩/୦୬ ଶିଳ୍ପନଗରୀ ଭଳି ଏକ ତାଳଚେର ଅଂଚଳରେ ବ୍ଲକ କାର୍ଯ୍ୟାଳୟର ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିଥିବା ବେଳେ ଆଜକୁ ଦୁଇବର୍ଷ ହେବ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣଭାବେ ଠପ୍ ହୋଇଯାଇଥିବା ସେହି କାର୍ଯ୍ୟାଳୟକୁ…

ରଥଯାତ୍ରା ଭଜନ ସନ୍ଧ୍ୟା କମିଟିର ଦ୍ୱିତୀୟ ପ୍ରସ୍ତୁତି ବୈଠକ

ରଥଯାତ୍ରା ଭଜନ ସନ୍ଧ୍ୟା କମିଟିର ଦ୍ୱିତୀୟ ପ୍ରସ୍ତୁତି ବୈଠକ |•••••••••••••••••••••••••••••••• ତାଳଚେର ତା ୩ -୦୫-୨୦୨୬, ରିଖ ଅମଲାପଡା ସ୍ଥିତ ସଂସ୍କୃତି ଭବନ ଠାରେ ରଥଯାତ୍ରା ଭଜନ ସନ୍ଧ୍ୟା କମିଟି ର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି…

କୋଲିୟରି ଥାନା ପକ୍ଷରୁ ‘ଆମ ପୁଲିସ’ ବୈଠକ

କୋଲିୟରି ଥାନା ପକ୍ଷରୁ ‘ଆମ ପୁଲିସ’ ବୈଠକତାଳଚେର, ତାଳଚେର, ୦୨/୦୬ ତାଳଚେର କୋଲିୟରି ଥାନା ପକ୍ଷରୁ ଆମ ପୁଲିସ୍ ସମିତି ସମିତି ବୈଠକ ଅନୁଷ୍ଠିତ ହୋଇଛି। ତାନ ତାଳଚେର ବ୍ଳକ୍ର ବିଭିନ ପଞ୍ଚାୟତ ও ପୌରପରିଷଦର ଶତାଧିକ ଳେ ଧିକ ଲୋକ…

ଆଜିର ରାଶିଫଳ

ଆଜିର ରାଶିଫଳ (୩ ଜୁନ୍, ୨୦୨୬) – ଜାଗ୍ରତ ଭାରତ ନ୍ୟୂଜ୍ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତାହାର ସଂକ୍ଷିପ୍ତ ଆକଳନ ନିମ୍ନରେ ଦିଆଗଲା: ♈ ମେଷ (Aries) ♉ ବୃଷ (Taurus) ♊ ମିଥୁନ (Gemini) ♋…

ଆଜିର ରାଶିଫଳ

ଆଜିର ରାଶିଫଳ (ମଙ୍ଗଳବାର, ୨ ଜୁନ୍ ୨୦୨୬) ଜାଗ୍ରତ ଭାରତ ନ୍ୟୂଜ୍ ପାଠକମାନଙ୍କ ପାଇଁ ଆଜିର ଦିନଟି କିପରି ରହିବ, ତାହାର ଏକ ସଂକ୍ଷିପ୍ତ ସୂଚନା ନିମ୍ନରେ ପ୍ରଦାନ କରାଗଲା: ♈ ମେଷ (Aries) ♉ ବୃଷ (Taurus) ♊ ମିଥୁନ…

ଗ୍ଲାମ ଇଣ୍ଡିଆ ୨୦୨୬ରେ ଚମକିଲେ ଅନୁଗୋଳର ପୁଅ ଡି. ଶ୍ରେୟାଂଶ କୁମାର

ଗ୍ଲାମ ଇଣ୍ଡିଆ ୨୦୨୬ରେ ଚମକିଲେ ଅନୁଗୋଳର ପୁଅ ଡି. ଶ୍ରେୟାଂଶ କୁମାର ଅନୁଗୋଳ, ଗ୍ଲାମ ଇଣ୍ଡିଆ ୨୦୨୬ ପ୍ରତିଯୋଗିତାରେ ଅନୁଗୋଳର ପୁଅ ଡି. ଶ୍ରେୟାଂଶ କୁମାର ଶତପଥୀ ସଫଳତାର ଶିଖର ଛୁଇଁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅନୁଗୋଳର ଅମୁଲ୍ୟ ଶତପଥୀ…

You missed