Category: ଜଗତସିଂହପୁର

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଫେବୃଆରୀ ୧୦, ୨୦୨୩)ରେ ଭୁବନେଶ୍ୱର ଠାରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହି ଶିକ୍ଷାନୁଷ୍ଠାନରେ ତାଙ୍କର…

ପୋଲିସ ହେପାଜତ ରେ ଜଗତସିଂହପୁର କୋର୍ଟ ରେ ସୋନାଲିକା ଙ୍କ ବୟାନ ରେକର୍ଡ

(ପୋଲିସ ହେପାଜତ ରେ ଜଗତସିଂହପୁର କୋର୍ଟ ରେ ସୋନାଲିକା ଙ୍କ ବୟାନ ରେକର୍ଡ ) ଜଗତସିଂହପୁର ତା =10/2/23 ବହୁ ଚର୍ଚିତ ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ପ୍ରେମିକା ସୋନାଲିକ ଙ୍କ ବିବାଦ କ୍ରମଶଃ ଜଟିଳ ରୂପ ନେଇଛି…

ଜାତୀୟ କୃମିନାଶକ ଦିବସ ଉଦଘାଟିତ

(ଜାତୀୟ କୃମିନାଶକ ଦିବସ ଉଦଘାଟିତ ) ଜଗତସିଂହପୁର ତା =10/2/23 ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟ ରେ ଜଗତସିଂହପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ ଦିବସକୁ ଜ଼ିଲ୍ଲାପାଳ ପାରୁଲ ପଟୱାରୀ ପ୍ରଦୀପ ପ୍ରଯ୍ୟଳନ କରି ଆନୁଷ୍ଠାନିକ…

ଚାକିରିରୁ ଅବସର ପରେ ଜନ୍ମ ମାଟିକୁ ଭୁଲି ନାହାଁନ୍ତି ବିରଞ୍ଚି ନାରାୟଣ ମିଶ୍ର ।ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହେବା ଖବର ଶୁଣି ଗାଁ ଲୋକେ କଲେ ସମ୍ବର୍ଦ୍ଧିତ

(ଚାକିରିରୁ ଅବସର ପରେ ଜନ୍ମ ମାଟିକୁ ଭୁଲି ନାହାଁନ୍ତି ବିରଞ୍ଚି ନାରାୟଣ ମିଶ୍ର ।ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହେବା ଖବର ଶୁଣି ଗାଁ ଲୋକେ କଲେ ସମ୍ବର୍ଦ୍ଧିତ।) ଜଗତସିଂହପୁର ତା =10/2/23 ମଣିଷ ପରି ମଣିଷ ଟିଏ ହେଉଛନ୍ତି ବିରଞ୍ଚି…

ଫେବୃୟାରୀ ୧୦ରୁ ୧୧ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫେବୃୟାରୀ ୧୦ରୁ ୧୧, ୨୦୨୩ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିବେ । ଫେବୃୟାରୀ ୧୦, ୨୦୨୩ରେ ରାଷ୍ଟ୍ରପତି ଭୁବନେଶ୍ୱର ଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହେବେ । ସେହିଦିନ ରାଷ୍ଟ୍ରପତି ଭୁବନେଶ୍ୱର…

ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ୍ ଡକାୟତି ଘଟଣାର ପର୍ଦ୍ଦାଫାଶ୍

୯ ଅଭିଯୁକ୍ତ ଗିରଫ, ୬ କେଜି ସୁନା ସହ ୪.୩୨ ଲକ୍ଷ ଟଙ୍କା ଜବତ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ମହାବିରୋଡ ଶାଖାରୁ ହୋଇଥିବା ବଡଧରଣର ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ୍ ୯ ଜଣ…

ଅନୁଗୁଳ-ଝାରସୁଗୁଡା ରୋଡ୍-ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ସମ୍ବଲପୁର ଅଞ୍ଚଳ ସହିତ ଅନୁଗୁଳ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଜରପଡା ଷ୍ଟେସନ ଠାରୁ ଝାରସୁଗୁଡା ରୋଡ଼ ଷ୍ଟେସନ ମଧ୍ୟରେ ରେଳ ମାର୍ଗ ସହିତ ଅନ୍ୟାନ ଭିତ୍ତିଭୂମି ନିରୀକ୍ଷଣ କରିବା ସହ…

ଭାଲେଣ୍ଟାଇନ୍ସ ଡେ ବଦଳରେ ଗୋ ଆଲିଙ୍ଗନ ପାଇଁ ଆହ୍ଵାନ

Post Views: 13

ବିରିଡି ବ୍ଲକ ତେନ୍ତୁଲିଆ ଗ୍ରାମରେ ପ୍ରସ୍ତାବିତ କରତ କଳ କୁ ଗ୍ରାମବାସୀ ଙ୍କ ବିରୋଧ

(ବିରିଡି ବ୍ଲକ ତେନ୍ତୁଲିଆ ଗ୍ରାମରେ ପ୍ରସ୍ତାବିତ କରତ କଳ କୁ ଗ୍ରାମବାସୀ ଙ୍କ ବିରୋଧ ) ଜଗତସିଂହପୁର ତା =9/2/23 ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଲକ ବଡ଼ଖଣ୍ଡାୟତ ପଞ୍ଚାୟତ ର ତେନ୍ତୁଲିଆ ଗ୍ରାମର ଚାରିଶହ ଏକର ରୁ ଉର୍ଦ୍ଧ ଗୋଚର ଜମିକୁ…

ସ୍ଵର୍ଗତଃ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦ୍ୱାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ । ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ମଧ୍ୟାହ୍ନ…