Category: ଢେଙ୍କାନାଳ

ରାଷ୍ଟ୍ରୀୟ ବୌଦ୍ଧ ମହାସଭା ଆହ୍ୱାନ କ୍ରମେ ସମଗ୍ର ଭାରତରସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ଭାରତର ରାଷ୍ଟ୍ରପତି ଓ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଆଜି ତା 10/03/2030 ରିଖ ରାଷ୍ଟ୍ରୀୟ ବୌଦ୍ଧ ମହାସଭା ଆହ୍ୱାନ କ୍ରମେ ସମଗ୍ର ଭାରତରସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ଭାରତର ରାଷ୍ଟ୍ରପତି ଓ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହାର ମୁଖ୍ୟବିନ୍ଦୁ ବୁଦ୍ଧଗୟା ବିହାରରେ ବୌଦ୍ଧ ବିହାରରେ ଧର୍ମ…

ଗୃହଲକ୍ଷ୍ମୀ ସମବାୟ ସମିତି ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଗୃହଲକ୍ଷ୍ମୀ ସମବାୟ ସମିତି ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ମେରାମଣ୍ଡଳୀ, 09/03/2025: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌)ର ମହିଳା ଉଦ୍ୟମିତା ଓ ସଶକ୍ତୀକରଣ ପ୍ରୟାସ ଗୃହଲକ୍ଷ୍ମୀ ସମବାୟ ସମିତି ଦ୍ଵାରା ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ସଞ୍ଜପଡ଼ା ପଂଚାୟତରେ…

କୋରିଆଁ ଯୁବମାନଙ୍କ ତରଫରୁ ଜଳଛାତ୍ର ଓ ଦହିପାଣି ବଣ୍ଟନ

କୋରିଆଁ ଯୁବମାନଙ୍କ ତରଫରୁ ଜଳଛାତ୍ର ଓ ଦହିପାଣି ବଣ୍ଟନ ଅଦ୍ୟ :- ତା : ୯/୦୩ /୨୦୨୫ ରବିବାର ଢେଙ୍କାନାଳ ୨୩ ନ ୱର୍ଡ କୋରିଆଁ ଯୁବ ସଂଗଠନ ତରଫରୁ ଗ୍ରୀଷ୍ମ ପ୍ରଭାହକୁ ଆଖି ଆଗରେ ରଖି ଜଳଛାତ୍ର ଖୋଲାଯାଇ ଦହି…

ଆଇଆଇଏମ୍‌ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ଠାରେ ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବର୍ଷିକିଆ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକତା, ଗଣମାଧ୍ୟମ…

ଆନ୍ତର୍ଜାତୀୟ ମହିଳା ଦିବସ ଅବସର ରେ ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳନା ପାଳନ

ତା:୦୮.୦୩.୨୦୨୫ ରେ ଆମ ପୋଲିସ୍ ଲାଇନ ସରକାରୀ ଉ:ପ୍ରା ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସର ରେ ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳନା ପାଳନ କରାଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ତଥା ଏହି…

ନାରୀଶକ୍ତି ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସମ୍ବର୍ଧନା ସଭା ର ଆୟୋଜନ

ଭାରତୀୟ ଡାକ ବିଭାଗର ନିର୍ଦେଶ କ୍ରମେ ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଆଜି ତା.07.03.2025 ରିଖ ଦିନ ନାରୀଶକ୍ତି ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସମ୍ବର୍ଧନା ସଭା ର ଆୟୋଜନ…

ଶାସକ ଥିଲେ ବିରୋଧି ହେଲେଜନସେବାରେ ଆଗ ଧାଡିରେ ମହେଶଭାଜପା କହିଲା ନିଜେ କରି ନ ପାରି ଆଜି ଦୋଷ ଲଦୁଛନ୍ତିସବୁ ଦୁର୍ନୀତି ପୂର୍ବ ସରକାରଙ୍କ ଆଗ ଧାଡ଼ି ନେତାଙ୍କ ର

ଶାସକ ଥିଲେ ବିରୋଧି ହେଲେଜନସେବାରେ ଆଗ ଧାଡିରେ ମହେଶଭାଜପା କହିଲା ନିଜେ କରି ନ ପାରି ଆଜି ଦୋଷ ଲଦୁଛନ୍ତିସବୁ ଦୁର୍ନୀତି ପୂର୍ବ ସରକାରଙ୍କ ଆଗ ଧାଡ଼ି ନେତାଙ୍କ ର ହିନ୍ଦୋଳ – ପ୍ରାକ୍ତନ ଢେ଼ଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ…

ଗେଙ୍ଗୁଟିଆ ଗ୍ରାମରେ ବାଦିପାଲାସଦର ବ୍ଲକ ଢେଙ୍କାନାଳ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ଶ୍ରୀ ସତ୍ୟ ନାରାୟଣ ଜୀଉଙ୍କ ର ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ୫ ଦିନ ବ୍ୟାପି ବାଦିପାଲା ଅନୁଷ୍ଠିତ ହେଉଅଛି

ଗେଙ୍ଗୁଟିଆ ଗ୍ରାମରେ ବାଦିପାଲାସଦର ବ୍ଲକ ଢେଙ୍କାନାଳ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ଶ୍ରୀ ସତ୍ୟ ନାରାୟଣ ଜୀଉଙ୍କ ର ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ୫ ଦିନ ବ୍ୟାପି ବାଦିପାଲା ଅନୁଷ୍ଠିତ ହେଉଅଛି । ତା ୦୬/୦୩/୨୦୨୫ ରିଖ ଠାରୁ…

ଗେଙ୍ଗୁଟିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ସତ୍ୟନାରାୟଣଙ୍କ ଜନ୍ମବାର୍ଷିକୀ ଉତ୍ସବ ଓ ୧୮୮ତମ ବାଦପାଲା

ଗେଙ୍ଗୁଟିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ସତ୍ୟନାରାୟଣଙ୍କ ଜନ୍ମବାର୍ଷିକୀ ଉତ୍ସବ ଓ ୧୮୮ତମ ବାଦପାଲା କାର୍ଯ୍ୟକ୍ରମଢେଙ୍କାନାଳ, ୫/୩: ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ଆରାଧ ଦେବତା ଶ୍ରୀ ସତ୍ୟନାରାୟଣଙ୍କର ଜନ୍ମ ବାର୍ଷିକୀ ଉତ୍ସବ ଓ ୧୮୮ତମ ପାଂଚରାତ୍ର ବାଦପାଲା ଅନୁଷ୍ଠିତ…

ଅଳସୁଆ ହାଟ ନୂଆସାହିରେ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଅଳସୁଆ ହାଟ ନୂଆସାହିରେ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ ଢେଙ୍କାନାଳ, ୫/୩: ଢେଙ୍କାନାଳ ସହରସ୍ଥିତ ହାଟରୋଡ୍ ଅଳସୁଆ ହାଟ ନୂଆସାହି ଠାରେ ୪ର୍ଥ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି । ଗତ ୩ ତାରିଖରେ ଜଳସଯାତ୍ରା, କୁଞ୍ଜରେ ଠାକୁରଙ୍କୁ ସ୍ଥାପନ ଓ…

You missed