Category: ଢେଙ୍କାନାଳ

ଓଡ଼ିଶା ପତ୍ରକାର ସଂଘ ଢେଙ୍କାନାଳ ଶାଖାର କର୍ମକର୍ତା ଚୟନ

ଓଡ଼ିଶା ପତ୍ରକାର ସଂଘ ଢେଙ୍କାନାଳ ଶାଖାର କର୍ମକର୍ତା ଚୟନ ଢେଙ୍କାନାଳ, ୦୧ା୧୦ : ଓଡ଼ିଶା ପତ୍ରକାର ସଂଘ ଢେଙ୍କାନାଳ ଜିଲ୍ଲା ଶାଖାର କର୍ମକର୍ତା ମନୋନୟନ କରାଯାଇଥିବା ସଂଘ ତରଫରୁ ଏକ ପ୍ରେସ୍ବିବୃତି ମାଧ୍ୟମରେ କୁହାଯାଇଛି । ଓଡ଼ିଶା ପତ୍ରକାର ସଂଘର ରାଜ୍ୟ…

ମଠ ପରିସରକୁ ସଫାକଲେ ଆଇୱାର କର୍ମକର୍ତ୍ତା

ମଠ ପରିସରକୁ ସଫାକଲେ ଆଇୱାର କର୍ମକର୍ତ୍ତା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ,ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପି ସ୍ୱଚ୍ଛତା ସପ୍ତାହ ପାଳନ କରାଯାଉଅଛି | ସେହି ପରିପ୍ରେକ୍ଷୀରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କର୍ମକର୍ତ୍ତାମାନେ ଢେଙ୍କାନାଳ ସହରସ୍ଥିତ ଜାଉଁଳିପୋଖରୀ ମଠ…

ଜଗଦ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବାର୍ଷିକୋତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଜଗଦ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବାର୍ଷିକୋତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଢେଙ୍କାନାଳ, ୧/୧୦: ସ୍ଥାନୀୟ ଦଧିବାମନଜୀଉ ମଠ ପ୍ରାଙ୍ଗଣରେ ଜଗଦ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ…

ଶ୍ରୀଗୁରୁ ମହିମା ଅନନ୍ତ ଶୂନ୍ୟବା ପ୍ରଭୃଙ୍କର ସତ୍ୟଧର୍ମ ପ୍ରଚାର ପାଇଁ ବୈଠକ

ଶ୍ରୀଗୁରୁ ମହିମା ଅନନ୍ତ ଶୂନ୍ୟବା ପ୍ରଭୃଙ୍କର ସତ୍ୟଧର୍ମ ପ୍ରଚାର ପାଇଁ ବୈଠକ ଢେଙ୍କାନାଳ, ୧/୧୦: ଢେଙ୍କାନାଳ ସହର ବଳରାମ ମନ୍ଦିର ପରିସରରେ ଶ୍ରୀଗୁରୁ ମହିମା ଅନନ୍ତ ଶୂନ୍ୟବାସୀ ପ୍ରଭୁଙ୍କର ସତ୍ୟଧର୍ମ ତଥା ସନାତନ ଧର୍ମ ଓ ପାଦପଦ୍ମର ପ୍ରଚାର ପ୍ରସାର ପାଇଁ…

ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘ ବୈଠକ

ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘ ବୈଠକ ଢେଙ୍କାନାଳ, ୧/୧୦: ସ୍ଥାନୀୟ ଯାଉଁଳୀ ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘର କର୍ମକର୍ତାମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ରୁଦ୍ର ନାରାୟଣ…

ମହାତ୍ମାଗାନ୍ଧୀଙ୍କ ଜନ୍ମ ମାସ ଅବସରରେ ପୂର୍ବତନ ସେବାୟତ ସହଯୋଗୀ ସ୍ବାସ୍ଥ୍ୟ ସଂସ୍ଥା ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଏକ ତାରିଖ ଏକ ଘଣ୍ଟା କାର୍ଯ୍ୟକ୍ରମ ଏକ ଅକୋଟଵର୍ ଦିନ ପାଳନ କରାଯାଇଛି

ମହାତ୍ମାଗାନ୍ଧୀଙ୍କ ଜନ୍ମ ମାସ ଅବସରରେ ପୂର୍ବତନ ସେବାୟତ ସହଯୋଗୀ ସ୍ବାସ୍ଥ୍ୟ ସଂସ୍ଥା ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଏକ ତାରିଖ ଏକ ଘଣ୍ଟା କାର୍ଯ୍ୟକ୍ରମ ଏକ ଅକୋଟଵର୍ ଦିନ ପାଳନ କରାଯାଇଛି। ପୂର୍ବତନ ସେବାୟତ ସହଯୋଗୀ ସ୍ବାସ୍ଥ୍ୟ ସଂସ୍ଥାର ସମସ୍ତ କର୍ମଚାରୀ…

ସ୍ବଚ୍ଛତା ହିଁ ସେବା ଦିବସ ପାଳିତ

ସ୍ବଚ୍ଛତା ହିଁ ସେବା ଦିବସ ପାଳିତ ଅଦ୍ଯ ତା ୦୧.୧୦.୨୦୨୩ ରିଖ ରବିବାର ରେ ଢେଙ୍କାନାଳ ପୌରାଞ୍ଚଳର ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ଦିବସ ପାଳିତ ହୋଇଯାଇଛି। ଏହି…

ବି.ଏଡ୍. ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବୈଠକ

ବି.ଏଡ୍. ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବୈଠକ ଢେଙ୍କାନାଳ, ୩୦।୯: ଅଦ୍ୟ ଶନିବାର ଅପରାହ୍ନ ୨ ଘଟିକା ସମୟରେ ରାଜ୍ୟ ମୂଳ ନିଯୁକ୍ତ ପ୍ରାଥମିକ ବି.ଏଡ୍. ମହାସଂଘ ଆହ୍ବାନରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ବି.ଏଡ୍. ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବଳରାମ…

ଅନ୍ଧ ବିଶ୍ବାସ ହୋଇ ନିର୍ଯାତନା ଓ ଏକ ଘରିଆ ଆଦିରେ ଥାନାରେ ଏତଲା ରଖୁନଥିବା ପ୍ରଭୃତି ସମସ୍ୟା ସମାଧାନ ପାଇଁ ଦାବିପତ୍ର ପ୍ରଦାନ

ତା ୨୯/୦୯/୨୦୨୩ ରିଖ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ ଅଧିନସ୍ଥ ପର୍ଜଙ୍ଗବ୍ଲକ, କଙ୍କଡାହଡା ବ୍ଲକ, ଗନ୍ଧିଆ ବ୍ଲକ ଅଞ୍ଚଳ ରେ ବସବାସ କରୁଥିବା ଆଦିବାସୀ ସମାଜରେ କୋ ପ୍ରଥା ତଥା ଗୁଣିଗାରେଡି ଅନ୍ଧବିଶ୍ୱାସ ନିଶା ହିଁସା ଦ୍ଵାରା ଆଦିବାସୀ ମାନେ ନିଜ ନିଜ…

ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ ଢେଙ୍କାନାଳ :30/09-ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛ l ଏହି ବୈଠକ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର…