Category: ଢେଙ୍କାନାଳ

ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶିକୁ ଛାଡିଲେନି ସୁପରଭାଇଜର

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରେଭନ୍ୟୁ ସୁପରଭାଇଜର । ରେଭନ୍ୟୁ ସୁପରଭାଇଜର ସଞ୍ଜୟ କୁମାର ପାଢୀ ଶତ ପ୍ରତିଶତ ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶି ମଞ୍ଜୁର ବାବଦକୁ ଲାଞ୍ଚ ନେବା ବେଳେ…

ଶ୍ରମଦାନ ଶିବିର ଅନୁଷ୍ଠିତ

ନେହେରୁ ଯୁବାକେନ୍ଦ୍ର ଢ଼େଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ଆନୁକୁଲ୍ୟରେ ଢ଼େଙ୍କାନାଳ ସଦର ବ୍ଲକ ବାଲ୍ୟମ୍ବା ଗ୍ରାମରେ ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଏକ 60 ବର୍ଷର କୂଅ ର ଚାନ୍ଦିନୀ ତିଆରି ହେଲା।ଓ ଏକ ନଳକୂପର ପୁନରୁଦ୍ଧାର…

ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକା ଦାବୀପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରତ ୧୨୭୨ ଆର୍.ଜି.ଏସ୍.କେ ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତିକୁ ସ୍ଥାୟୀ /…

ଯୁବା ସଂଗମ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ । ‘ଯୁବା ସଂଗମ’ ଭଳି ଅଭିନବ ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ…

ଦେୱାନୀ କନିଷ୍ଠ ଅଦାଲତର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଦେୱାନୀ କନିଷ୍ଠ ବିଭାଗ ଅଦାଲତ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଆଜି ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଦିବସ ଆଜି ବଡ଼ ଆଡମ୍ବରରେ ପାଳିତ ହୋଇଯାଇଛି। କୋର୍ଟ ପରିସରରେ ଥିବା ଓକିଲ ସଂଘ…

କପିଳାସ ପୀଠରେ ଜାଗର ଯାତ୍ରା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ

କପିଳାସ ପୀଠରେ ଜାଗର ଯାତ୍ରା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଢେଙ୍କାନାଳ ତା ୦୭.୦୨.୨୦୨୩ – ଆସନ୍ତା ୧୮ ତାରିଖରେ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବ ରାତ୍ରି ଜାଗର ଯାତ୍ରା ପର୍ବ ଆୟୋଜନ ନିମନ୍ତେ…

ଉଜ୍ଜଳା ଦିଦିମାନଙ୍କର ଢେଙ୍କାନାଳ ଜିଲ୍ଲାସ୍ତରୀୟ ବୈଠକ

ଉଜ୍ଜଳା ଦିଦିମାନଙ୍କର ଢେଙ୍କାନାଳ ଜିଲ୍ଲାସ୍ତରୀୟ ବୈଠକ ଢେଙ୍କାନାଳ , ତା.୦୭.୦୨.୨୦୨୩ – ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ତରଫରୁ ଢେଙ୍କାନାଳ ଜିଲ୍ଲାର ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ…

ରୁଙ୍ଗଟା ମାଇନ୍ସ ଲିମିନେଡ , ଢେଙ୍କାନାଳ ଙ୍କ ମନମୁଖୀ କାର୍ଯ୍ୟ କରି ଜମିହରା ପ୍ରଜା ମାନଙ୍କ ନାର୍ଯ୍ୟ ସୁବିଧାରୁ ବଞ୍ଚିତ ସମ୍ପର୍କରେ ଜିଲ୍ଲାପାଳ ମହୋଦୟ , ଢେଙ୍କାନାଳ ଙ୍କୁ ଦରଖାସ୍ତ

ରୁଙ୍ଗଟା ମାଇନ୍ସ ଲିମିନେଡ , ଢେଙ୍କାନାଳ ଙ୍କ ମନମୁଖୀ କାର୍ଯ୍ୟ କରି ଜମିହରା ପ୍ରଜା ମାନଙ୍କ ନାର୍ଯ୍ୟ ସୁବିଧାରୁ ବଞ୍ଚିତ ସମ୍ପର୍କରେ ଜିଲ୍ଲାପାଳ ମହୋଦୟ , ଢେଙ୍କାନାଳ ଙ୍କୁ ଦରଖାସ୍ତ ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି କହିଛନ୍ତି ଯେ…

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଷ୍ଟେଟ ବ୍ୟାଙ୍କ୍ ସମ୍ମୁଖରେ ଗଣ ବିକ୍ଷୋଭ

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଷ୍ଟେଟ ବ୍ୟାଙ୍କ୍ ସମ୍ମୁଖରେ ଗଣ ବିକ୍ଷୋଭ ଆଜ ୦୬/୦୨/୨୦୨୩ ରିଖ ୧୦ ଘଟିକା ସମୟରେ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ବରେ ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ନିକଟରେ ଗଣ ବିଖ୍ୟୋଭ ଅନୁଷ୍ଠିତ…