ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରେଭନ୍ୟୁ ସୁପରଭାଇଜର । ରେଭନ୍ୟୁ ସୁପରଭାଇଜର ସଞ୍ଜୟ କୁମାର ପାଢୀ ଶତ ପ୍ରତିଶତ ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶି ମଞ୍ଜୁର ବାବଦକୁ ଲାଞ୍ଚ ନେବା ବେଳେ ବାଲେଶ୍ଵର ଓ ମୟୂରଭଞ୍ଜ ଭିଜିଲାନ୍ସ ଟିମ ଦ୍ବାରା ଗିରଫ ହୋଇଛନ୍ତି। ଏ ନେଇ ଅଧିକ ତଦନ୍ତ କରୁଛି ଭିଜିଲାନ୍ସ । ଦୃଷ୍ଟିବାଧିତ ଦମ୍ପତିଙ୍କ ବିବାହ ପାଇଁ ସରକାରୀ ସହାୟତା ରାଶି ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ ନେଇ ୨୫୦୦ଟଙ୍କା ଲାଞ୍ଚ ନେବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା ।
Andhra Pradesh
Arunachal Pradesh
Assam
Bihar
Chhattisgarh
District
International
Latest News
National
Odisha
State
States
ଅନୁଗୋଳ
ଅନୁଗୋଳ
କଟକ
କଳାହାଣ୍ଡି
କେନ୍ଦୁଝର
କେନ୍ଦ୍ରାପଡ଼ା
ଖୋର୍ଦ୍ଧା
ଗଜପତି
ଗଞ୍ଜାମ
ଜଗତସିଂହପୁର
ଢେଙ୍କାନାଳ
ଦିଲ୍ଲୀ
ନୂଆପଡା
ପୁରୀ
ବରଗଡ଼
ବାଲେଶ୍ଵର
ବୌଦ୍ଧ
ବ୍ରହ୍ମପୁର
ଭୁବନେଶ୍ବର
ଯାଜପୁର
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ସୋନପୁର
ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶିକୁ ଛାଡିଲେନି ସୁପରଭାଇଜର
