କୈବଲ୍ୟ ବଜାର ସ୍ଥିତ ଦଧିବାମନ ଜିଉଙ୍କ ମଠ ପ୍ରାଙ୍ଗଣ ରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ
ଢ଼େଙ୍କାନାଳ:କୈବଲ୍ୟ ବଜାର ସ୍ଥିତ ଦଧିବାମନ ଜିଉଙ୍କ ମଠ ପ୍ରାଙ୍ଗଣ ରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇଥିଲା। ରତ୍ନ ବେଦୀ ଠାକୁର ଙ୍କୁ ସ୍ନାନବେଦୀ ଙ୍କୁ ଅଣାଯାଇ ସୁବାସିତ ଜଳ ରେ ସ୍ନାନ କରାଯାଇଥିଲା। ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ…
