ପ୍ରଥମ ଦିବସିୟ ବଳରାମ ମନ୍ଦିର ସମ୍ମୁଖରେ ଶତାଧିକ ଯୋଗ ନିରାକରଣ ଶିବିରରେ ଯୋଗା ଭ୍ୟାସ ଆରମ୍ଭ
ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଢେଙ୍କାନାଳରେ ଆଜି ପ୍ରଥମ ଦିବସିୟ ବଳରାମ ମନ୍ଦିର ସମ୍ମୁଖରେ ଶତାଧିକ ଯୋଗ ନିରାକରଣ ଶିବିରରେ ଯୋଗା ଭ୍ୟାସ କରିଥିଲେ | ଉକ୍ତ ଶିବିରରେ ମୁଖ୍ୟ ବକ୍ତ| ଡା : ଜଗତନନ୍ଦ ତ୍ରିପାଠୀ ଜି ଯୋଗ କହିଥିଲେରୋଗପାଇଁ…
