Category: ଢେଙ୍କାନାଳ

ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ନଗର ଶାଖାର ସାଂଗଠନିକ ବୈଠକ, ୧୨ ଟି ୱାର୍ଡର ଦାୟୀତ୍ୱ ବଣ୍ଟନ

ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ନଗର ଶାଖାର ସାଂଗଠନିକ ବୈଠକ, ୧୨ ଟି ୱାର୍ଡର ଦାୟୀତ୍ୱ ବଣ୍ଟନ ଢେଙ୍କାନାଳ : ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ନଗର ସଭାପତି ଦେବାଶିଷ…

ଢେ଼ଙ୍କାନାଳ ରେ ଧନୁ ସଂକ୍ରାନ୍ତି ପାଇଁ ଧନୁ ମୁଁଆ ର ପସରା ଖୋଲିଛି

ଢେ଼ଙ୍କାନାଳ ରେ ଧନୁ ସଂକ୍ରାନ୍ତି ପାଇଁ ଧନୁ ମୁଁଆ ର ପସରା ଖୋଲିଛି।ଢେ଼ଙ୍କାନାଳ ରେ ଧନୁ ସଂକ୍ରାନ୍ତି ପାଇଁ ଧନୁ ମୁଁଆ ର ପସରା ଖୋଲିଛି। ଏହି ଧନୁ ମୁଁଆ ଖଇ ଗୁଡ଼ ନଡ଼ିଆ ବାଦାମ କାଜୁ ଓ ବିଭିନ୍ନ ମସଲା…

ମଠକରଗୋଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ଘାଟିତ

ମଠକରଗୋଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ଘାଟିତ ତା ୧୩/୧୨/୨୦୨୫- ଓଡ଼ିଶା ରେଡକ୍ରସ୍ ସୋସାଇଟି ସହାୟତା କ୍ରମେ ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ…

ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ଢ଼େଙ୍କାନାଳ, ତା. ୧୨.୧୨.୨୦୨୫- ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଥର ଓ ବାଲି…

ମେସିନ କରୁଛି ମନରେଗା କାର୍ଯ୍ୟ

ମେସିନ କରୁଛି ମନରେଗା କାର୍ଯ୍ୟ…… କଙ୍କଡ଼ାହାଡ଼ :ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ପଂଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା )କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି!ମହାବିରୋଡ଼ ପଂଚାୟତରେ ମନରେଗା ଯୋଜନାରେ 5 ପାଞ୍ଚ ଲକ୍ଷ ଟଙ୍କା…

ସାମାଜିକ କର୍ମୀ ସୌମ୍ୟା ମିଶ୍ରଙ୍କ ଦୁର୍ଗମ ଅଞ୍ଚଳ ଏକୁଲ ସେକୁଲ୍ ଗସ୍ଥ

ସାମାଜିକ କର୍ମୀ ସୌମ୍ୟା ମିଶ୍ରଙ୍କ ଦୁର୍ଗମ ଅଞ୍ଚଳ ଏକୁଲ ସେକୁଲ୍ ଗସ୍ଥ ସାମାଜିକ କର୍ମୀ ତଥା ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ସୌମ୍ୟା ମିଶ୍ର ଓ ସହଯୋଗୀ ଗୁଡ଼ି ଶତପଥୀଙ୍କ ଦୁର୍ଗମ ଅଞ୍ଚଳ ଇକୁଲ୍ ଶେକୁଲରେ ନୂତନ କମ୍ବଳ, ସ୍କୁଲ୍…

ଜମି ଟଙ୍କା ନଦେବାରୁ ତହସିଲଦାର ଅଫିସ ଆସବାବପତ୍ର ଜବତ

ଢେଙ୍କାନାଳ : ଜମି ଟଙ୍କା ନଦେବାରୁ ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ । ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ସିଭିଲ୍ କୋର୍ଟ ଜଜ୍ । ନିର୍ଦ୍ଦେଶ ପରେ ତହସିଲଦାର…

ହିନ୍ଦୋଳରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ହିନ୍ଦୋଳରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ହିନ୍ଦୋଳ:10/12/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ମିନି ଷ୍ଟାଡିଅମଠାରେ ଆଜି ତିନିଦିନିଆ କୃଷି ଯନ୍ତ୍ରପାତି ମେଳାର ଉଦ୍ଘାଟନୀ ଉତ୍ସବ ପାଳନ ହୋଇଯାଇଅଛି। ଆଜିର ଏହି ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ…

ବ୍ରାଉନସୁଗର ବେପାର କରି ମା-ପୁଅ ଗିରଫ

କାମାକ୍ଷାନଗର ଅବକାରୀ ବିଭାଗର ବଡ ସଫଳତା । ୬୮୦ ଗ୍ରାମର ବ୍ରାଉନସୁଗାର ଜବତ ହଇଛି । ଯାହାର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବାର ସୂଚନା ମିଳିଛି । ଏନେଇ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନ…

କଙ୍କଡ଼ାହାଡ଼ ଆକାଂକ୍ଷା ବ୍ଳକ୍ ର ଉନ୍ନୟନ କାର୍ଯ୍ୟ ସମୀକ୍ଷା

କଙ୍କଡ଼ାହାଡ଼ ଆକାଂକ୍ଷା ବ୍ଳକ୍ ର ଉନ୍ନୟନ କାର୍ଯ୍ୟ ସମୀକ୍ଷା ଢେଙ୍କାନାଳ, ତା. ୮.୧୨.୨୦୨୫- ଆଜି କଙ୍କଡ଼ାହାଡ଼ ବ୍ଳକ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆକାଂକ୍ଷା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।…