Category: ଢେଙ୍କାନାଳ

ଆମ୍ ଆଦମୀ ପାର୍ଟି ପକ୍ଷରୁ ସମ୍ବିଧାନ ଦିବସ ଓ ଦଳର ସ୍ଥାପନା ଦିବସ ପାଳନ, ଲୋକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ, ଟାଟା ପାୱାରର ସ୍ମାର୍ଟ ମିଟରକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର

ଆମ୍ ଆଦମୀ ପାର୍ଟି ପକ୍ଷରୁ ସମ୍ବିଧାନ ଦିବସ ଓ ଦଳର ସ୍ଥାପନା ଦିବସ ପାଳନ, ଲୋକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ, ଟାଟା ପାୱାରର ସ୍ମାର୍ଟ ମିଟରକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଢେଙ୍କାନାଳ : ନଭେମ୍ବର ୨୬ ତାରିଖ ବୁଧବାର ଢେଙ୍କାନାଳ…

ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଢେଙ୍କାନାଳ, ୨୩/୧୧: ଶ୍ରୀ ସତ୍ୟସାଇ ବାବାଙ୍କର ପବିତ୍ର ୧୦୦ତମ ଜନ୍ମ ମହୋତ୍ସବ ଶ୍ରୀ ସତ୍ୟସାଇ ସେବା ସମିତି, ଢେଙ୍କାନାଳ ଅନୁକୂଲ୍ୟରେ ସାଇ ମନ୍ଦିର ପି.ଡବ୍ଲ୍ୟୁ.ଡି. କଲୋନୀ ଠାରେ ଆଧ୍ୟାତ୍ମିକ ବାତାବରଣ ଭିତରେ…

ମଙ୍ଗଳପୁର ମଜୁରୀ ଛକଠାରେ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମ ବାର୍ଷିକ ଉତ୍ସବ

ମଙ୍ଗଳପୁର ମଜୁରୀ ଛକଠାରେ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମ ବାର୍ଷିକ ଉତ୍ସବ ଢେଙ୍କାନାଳ, ୨୩/୧୧: ମଙ୍ଗଳପୁର ମଜୁରୀସ୍ଥିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିରରେ ସାଇବାବାଙ୍କର ୧୦୦ତମ ଜନ୍ମ ବାର୍ଷିକ ଉତ୍ସବ ଖୁବ୍ ଧୂମ୍‌ଧାମ୍‌ରେ ପାଳନ କରାଯାଇଅଛି । ଏଥରେ ପ୍ରାତଃ…

ହିନ୍ଦୋଳର ଫେରାର ପୂର୍ବ ଟ୍ରେଜେରି ଅଫିସର ଗିରଫ

*ହିନ୍ଦୋଳର ଫେରାର ପୂର୍ବ ଟ୍ରେଜେରି ଅଫିସର ଗିରଫ* ହିନ୍ଦୋଳ -ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ଼ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ମନୋରଞ୍ଜନ ସାହୁ ଭିଜିଲାନ୍ସ ଦ୍ୱାରା ଗିରଫ କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…

ଅସହାୟର ସହାୟକ ହେଲେ “ଛୋଟଏକ ପ୍ରୟାସ” ଅନୁଷ୍ଠାନ”

*ଅସହାୟର ସହାୟକ ହେଲେ “ଛୋଟଏକ ପ୍ରୟାସ” ଅନୁଷ୍ଠାନ ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଥିବା ଅଗ୍ରଣୀ ସ୍ୱଚ୍ଛସେବୀ ସଂଗଠନ “ଛୋଟ ଏକ ପ୍ରୟାସ ” ସଦାସର୍ବଦା ଅସହାୟ ମାନଙ୍କ ସହ ଛିଡା ହୋଇ ସହାୟତା କରି ଆସୁଛି। ସେହିପରି ଏକ ମହତ…

ସେଣ୍ଟଜାଭିଅର ସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ

*ସେଣ୍ଟଜାଭିଅର ସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଷ୍ଟିତ ଇଂରାଜୀ ମିଡ଼ିଅମ ସେଣ୍ଟ ଜାଭିଅର ସ୍କୁଲର ବିଜ୍ଞାନମେଳା ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ହିନ୍ଦୋଳର ଆସିଷ୍ଟାଣ୍ଟ କଲେକ୍ଟର ବିଶ୍ୱଜିତ ରାଉତ ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ନାନିତ…

ଶୂନ୍ୟ ମୃତାହତ ପକ୍ଷ ପାଳନ ଉପଲକ୍ଷେ ସଚ଼େତନତା ରାଲି

ଶୂନ୍ୟ ମୃତାହତ ପକ୍ଷ ପାଳନ ଉପଲକ୍ଷେ ସଚ଼େତନତା ରାଲି ଢେଙ୍କାନାଳ,ତା. ୨୨.୧୧.୨୦୨୫ – ରାଜ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନଭେମ୍ବର ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ଜନିତ ଶୂନ୍ୟ ମୃତାହତ ପକ୍ଷ ପାଳନ କରାଯାଉଛି…

ଢେଙ୍କାନାଳ ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର ଦଶମ ସାଧାରଣ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର ଦଶମ ସାଧାରଣ ବୈଠକ ଅନୁଷ୍ଠିତ । ଢ଼େଙ୍କାନାଳ, ତା. ୨୧.୧୧.୨୦୨୫- ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଢ଼େଙ୍କାନାଳ ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର ଦଶମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ପରଲୋକରେ ପରମାନନ୍ଦ

ପରଲୋକରେ ପରମାନନ୍ଦ ଆବିର୍ଭାବ : ୨୦. ୧୦. ୧୯୩୮ତିରୋଧାନ : ୧୧. ୧୧. ୨୦୨୫ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ପରମାନନ୍ଦ ବେହେରା ଜଣେ ଶିକ୍ଷା ପ୍ରେମୀ ବ୍ୟକ୍ତିତ୍ୱ। ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ଗୋବିନ୍ଦପୁରର ପ୍ରତିଷ୍ଠାତା।…

କପିଳାସରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ତରଫରୁ ସ୍ବଚ୍ଛତା ଅଭିଯାନ

କପିଳାସରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ତରଫରୁ ସ୍ବଚ୍ଛତା ଅଭିଯାନ ମେରାମଣ୍ଡଳୀ, ୨୧.୧୧.୨୦୨୫: ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) ଓ ଟାଟା ଷ୍ଟିଲ ଫାଉଣ୍ଡେସନର ମିଳିତ ସ‌ହ‌ଯୋଗରେ ଢେଙ୍କାନାଳ ଜିଲ୍ଲା କପିଳାସଠାରେ ଏକ ସ୍ବଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ…