୩ ଦିନିଆ ଶ୍ରୀଲଙ୍କା ଗସ୍ତରେ ମୋଦି, ବିମାନବନ୍ଦରରେ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ
ଦୂଇଦିନିଆ ଥାଇଲାଣ୍ଡ ଗସ୍ତ ସାରି ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଥାଇଲାଣ୍ଡର ବ୍ୟାଙ୍କକ୍ରେ ବିମଷ୍ଟେକ୍ ସମ୍ମିଳନୀରେ ଯୋଗ ଦେବା ପରେ ତିନିଦିନିଆ ଶ୍ରୀଲଙ୍କା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ…
