Category: ବରଗଡ଼

ଟୋକନ ଦିଅ,ଧାନ କିଣ” ନାରାରେ କମ୍ପିଲା ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

*”ଟୋକନ ଦିଅ,ଧାନ କିଣ” ନାରାରେ କମ୍ପିଲା ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ* ବରଗଡ:୯/୧/୨୦୨୬(ପବିତ୍ର ମେହେର)ଜିଲ୍ଲାରେ ପଞ୍ଜିକୃତ ସମସ୍ତ ଚାଷୀଙ୍କୁ ଏଯାଏଁ ଟୋକନ ମିଳିନାହିଁ, କିଛି ଚାଷୀଙ୍କ ଟୋକନ ଆସିଛି ହେଲେ ଜମି ତୁଳନାରେ କାହିଁକି କମ ଟୋକନ ଆସିଛି ଏବଂ ପଞ୍ଜିକରଣରୁ ବଞ୍ଚିତ…

ଅମ୍ବାଭୋନା ବ୍ଲକ କେଦାରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ପାଳିତ

*ଅମ୍ବାଭୋନା ବ୍ଲକ କେଦାରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ପାଳିତ* ବରଗଡ:୭/୧/୨୦୨୬(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅମ୍ବାଭୋନା ସ୍ଥିତ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନାରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥଙ୍କ…

ବରଗଡ଼ର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ଦୋଷୀକୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ବରଗଡ଼ର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବାଗ୍‌କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ବରଗଡ଼ ପୋକ୍ସୋ କୋର୍ଟ । ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ଜଣାପଡ଼ିଛି।…

ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷା -୨୦୨୫ର ଫଳାଫଳ ପ୍ରକାଶିତ* *(ସଂଶ୍ରିତା ଖମାରୀ ଭଟଲି ବ୍ଲକରେ ପ୍ରଥମ , ଶୁଭେଚ୍ଛା ଜଣାଇଲେ ମାନ୍ୟବର ବିଧାୟକ ଇରାସିସ୍ ଆଚାର୍ଯ୍ୟ)

*ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷା -୨୦୨୫ର ଫଳାଫଳ ପ୍ରକାଶିତ* *(ସଂଶ୍ରିତା ଖମାରୀ ଭଟଲି ବ୍ଲକରେ ପ୍ରଥମ , ଶୁଭେଚ୍ଛା ଜଣାଇଲେ ମାନ୍ୟବର ବିଧାୟକ ଇରାସିସ୍ ଆଚାର୍ଯ୍ୟ)* ବରଗଡ:୬/୧/୨୦୨୬(ପବିତ୍ର ମେହେର) ଚଳିତ ବର୍ଷ ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷା -୨୦୨୫ର…

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ଜୁନିଅର୍ ରେଡ୍ କ୍ରସ ପକ୍ଷରୁ ପ୍ରାଥମିକ ସହାୟତା ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ* *(ଅନ୍ତିମ ଦିବସରେ ପାଞ୍ଚ ହଜାରରୁ ଅଧିକ ଦର୍ଶକ ଉପକୃତ

*ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ଜୁନିଅର୍ ରେଡ୍ କ୍ରସ ପକ୍ଷରୁ ପ୍ରାଥମିକ ସହାୟତା ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ* *(ଅନ୍ତିମ ଦିବସରେ ପାଞ୍ଚ ହଜାରରୁ ଅଧିକ ଦର୍ଶକ ଉପକୃତ)* ବରଗଡ:(ପବିତ୍ର ମେହେର) ବରଗଡ଼ ଜିଲ୍ଲାରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ…

ମୋକ୍ଷ ପାଇଲେ ମହାରାଜ କଂସ, ସରିଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ଵରଗଡ଼ ଧନୁଯାତ୍ରା ଉଦଯାପିତ । କୃଷ୍ଣ ଏବଂ ବଳରାମଙ୍କ ପଦାଘାତରେ ମୋକ୍ଷ ପାଇଛନ୍ତି କଂସ । ଶେଷ ହୋଇଛି ମହାପରାକ୍ରମୀ ମହାରାଜା କଂସଙ୍କ ଅତ୍ୟାଚାର। ଭଣଜା କୃଷ୍ଣ-ବଳରାମଙ୍କ ହାତରେ ନିହତ ହୋଇଛନ୍ତି ମାମୁ । କଂସ ଆତଙ୍କରେ ଥରହର ମଥୁରାନଗରୀକୁ ଶାନ୍ତି…

ନିଆରା ଢଙ୍ଗରେ ନୁଆଁ ବର୍ଷକୁ ସ୍ଵାଗତ

ନିଆରା ଢଙ୍ଗରେ ନୁଆଁ ବର୍ଷକୁ ସ୍ଵାଗତ ଭଟଲି(ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ଭଞ୍ଜେତୋରା ଗ୍ରାମରେ ନିଆରା ଢଙ୍ଗରେ ନୂଆଁ ବର୍ଷକୁ ସ୍ଵାଗତ କରିଥାନ୍ତି। ପ୍ରତ୍ୟକ ବର୍ଷ ଏହି ଦିନ ଧନୁ ପୂଜ। କରାଯାଏ । ଏ ବର୍ଷ…

ତାନଶ୍ରୀ ପାଣିଗ୍ରାହୀଙ୍କୁ ସ୍ଵଭାଵ କବି ସ୍ମୃତି ସମ୍ମାନ

**ତାନଶ୍ରୀ ପାଣିଗ୍ରାହୀଙ୍କୁ ସ୍ଵଭାଵ କବି ସ୍ମୃତି ସମ୍ମାନ **କଳା ଶିକ୍ଷା ସାହିତ୍ୟ ସଂସ୍କୃତିର ଅନନ୍ୟ ମାଟି ହେଉଛି କେନ୍ଦୁଝର l ସୁନ୍ଦର ମୋ ଭାଷା ସାହିତ୍ୟ, ଜମ୍ଭରା, କେନ୍ଦୁଝର, ଓଡିଶାଙ୍କ ଦ୍ୱାରା ଆୟୋଜିତ ଚତୁର୍ଦ୍ଦଶ ଅନନ୍ୟା ମହୋତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି…

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉତ୍ସବରେ ବରଗଡ଼ ଜିଲ୍ଲା ଯୁବ ରେଡକ୍ରସ୍ ତରଫରୁ ଆୟୋଜିତ ସାମାଜିକ ସେବା ଶିବିର ଉଦଯାପିତ

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉତ୍ସବରେ ବରଗଡ଼ ଜିଲ୍ଲା ଯୁବ ରେଡକ୍ରସ୍ ତରଫରୁ ଆୟୋଜିତ ସାମାଜିକ ସେବା ଶିବିର ଉଦଯାପିତ: ବରଗଡ:୩୧/୧୨(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଯୁବ ରେଡକ୍ରସ ତରଫରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ସାମାଜିକ ସେବା ଶିବିର ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ…

ବରଗଡ଼ ଧନୁଯାତ୍ରା ଦେଖିଲେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ

ବରଗଡ଼: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ।…