ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ବାର୍ଷିକୋତ୍ସବ
ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ବାର୍ଷିକୋତ୍ସବ ଅମ୍ବାଭୋନା ୨୭/୧/୨୫ ଅମ୍ବାଭୋନା ବ୍ଲକ ଅଧିନସ୍ଥ ପୁରୁଷୋତ୍ତମ ସରକାରୀ ଉଚ୍ଚ ଵିଦ୍ୟାଳୟ ରୁଚିଦାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ମେହେରଙ୍କ ସଭାପତିତ୍ବରେ ବାର୍ଷିକୋତ୍ସବ ମହସମାରୋହରେ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବରେ ରୁଚିଦା ସରପଞ୍ଚ ଶ୍ରୀମତୀ ଚନ୍ଦ୍ରକଳା…
