ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜନ କଲେ ଚିନୁ। ୨୮ ୟୁନିଟ୍ ରକ୍ତ ସଂଗୃହୀତ
ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜନ କଲେ ଚିନୁ। ୨୮ ୟୁନିଟ୍ ରକ୍ତ ସଂଗୃହୀତ। ବ୍ରହ୍ମପୁର,୨୬/୦୫ ; ‘ରକ୍ତଦାନ ମହତ ଦାନ’ ଏହି ଶବ୍ଦକୁ ସବୁ ଯୁବପିଢୀଙ୍କ ମନରେ ଜାଗ୍ରତ କରିଛନ୍ତି। ଶୁକ୍ରବାର ୩୩ତମ ଜନ୍ମଦିନ ଅବସରରେ ପୁରୁଷୋତ୍ତମପୁର ଏନଏସିର ଯୁବସମାଜସେବୀ…
