ବ୍ରହ୍ମପୁର MKCG ରେ ଖସିଲା ସିଲିଂ
ବ୍ରହ୍ମପୁର MKCG ରେ ଖସିଲା ସିଲିଂ. ବ୍ରହ୍ମପୁର. ଏମକେସିଜି ହେଉଛି ଦକ୍ଷିଣ ଓଡ଼ିଶାର ଚିକିତ୍ସାର ପ୍ରାଣକେନ୍ଦ୍ର.ଦକ୍ଷିଣ ଓଡିଶା ସମେତ ପଡଶୀ ରାଜ୍ୟର କିଛି ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି. ଏମକେସିଜି ସୁପର ପେସିଆଲିଷ୍ଟ ବ୍ଲକରେ ବାରମ୍ବାର ସିଲିଂ ଖସିବା…
