ବ୍ରହ୍ମପୁର – ରେଳଷ୍ଟେସନରେ ଧକ୍କା ଦେଲା ଟ୍ରେନ
୧ନଂ ପ୍ଲାଟଫର୍ମରେ ୨ ଜଣକୁ ଧକ୍କା ଦେଲା ଟ୍ରେନ।
ଟ୍ରେନ ଧକ୍କାରେ ଜଣେ ଆହତ ଓ ଜଣେ ସୁରକ୍ଷିତ ଉଦ୍ଧାର।
ୟେସୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ ସହ ଧକ୍କା।
ଗୁରୁତର ଚିତ୍ରସେନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି।