ଓଡ଼ିଶାର ବେଲପଣା, ସୁସ୍ୱାଦୁ ଆମ୍ବକୁ ଦେଶରେ ଲୋକପ୍ରିୟ କରାଇଲେ ମୋଦିଜୀ: ମନମୋହନ ସାମଲ
ଓଡ଼ିଶାର ଆମ୍ବ ଓ ବେଲ ଚାଷୀକୁ ଅଧିକ ଚାଷ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ପ୍ରେରଣା ଯୋଗାଇବ ଭୁବନେଶ୍ୱର: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୪ ତମ “ମନ୍ କି ବାତ୍” ରେଡିଓ…
