Category: ଭୁବନେଶ୍ବର

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦ୍ୱିତୀୟ ପର୍ଯ୍ୟାୟ ବିମାନ ଚଳାଚଳ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ‘ଏଭିଏସନ୍ ସିକ୍ୟୁରିଟି ବେସିକ୍ କୋର୍ସ’ର ଦ୍ୱିତୀୟ ବ୍ୟାଚ୍ ପ୍ରଶିକ୍ଷାର୍ଥୀଙ୍କ ପାଇଁ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ବିମାନବନ୍ଦରର ଜଟିଳ କାର୍ଯ୍ୟଧାରା ଏବଂ ବୈଷୟିକ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ…

୧ ଲକ୍ଷରୁ ଅଧିକ ଲୋକଙ୍କୁ ଯୋଡ଼ିଲା ଐତିହାସିକ “ନ୍ୟାୟ ସଂହିତା” ପ୍ରଦର୍ଶନୀ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଆଜି ସଫଳତାର ସହ ଉଦଯାପିତ ହୋଇଛି। ଭୁବନେଶ୍ୱରର Unit-III ର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ୧ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ…

ପ୍ରଥମ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ମାଧ୍ୟମରେ ୬୭୬ ମହିଳା ନେତ୍ରୀ ସଶକ୍ତ

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ କୋଣାର୍କ ଠାରେ ଛ ଦିନିଆ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ…

ଆଜିର ରାଶିଫଳ: ୧୩ ମାର୍ଚ୍ଚ ୨୦୨୬

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକଙ୍କୁ ଶୁଭେଚ୍ଛା। ଆଜି ୧୩ ମାର୍ଚ୍ଚ ୨୦୨୬, ଶୁକ୍ରବାର ପାଇଁ ଆପଣଙ୍କର ଦୈନିକ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ♈ ମେଷ (Aries) ଆଜି ଆପଣଙ୍କ ପାଇଁ ଶୁଭ ଦିନ। କର୍ମକ୍ଷେତ୍ରରେ ପ୍ରଶଂସା…

ବିଧାନସଭାରେ ବିରୋଧୀ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଗୃହ ମୁଲତବୀ

ଵଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଚାଲିପାରିଲାନି ଗୃହ । ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ବିଧାନସଭା ପ୍ରଶ୍ନକାଳରୁ ହିଁ ହଙ୍ଗାମା ହୋଇଥିଲା। ଗ୍ୟାସ୍‌ ପ୍ରସଙ୍ଗରେ ହୋହଲ୍ଲା…

ରାଷ୍ଟ୍ରର ସୁରକ୍ଷା କବଚ: CISF ର ୫୭ତମ ପ୍ରତିଷ୍ଠା ଦିବସ।ଶିଳ୍ପ ଓ ସମ୍ପତ୍ତିର ଅଦୃଶ୍ୟ ପ୍ରହରୀ: ଜାଣନ୍ତୁ CISF ର ଗୌରବମୟ ଗାଥା।

NTPC ରୁ NALCO: ଶିଳ୍ପ ସମୃଦ୍ଧ ଓଡ଼ିଶାର ସୁରକ୍ଷା ଭାର ବୀର CISF ହାତରେ। ବିଶେଷ ରିପୋର୍ଟ: ଦେଶର ଶିଳ୍ପ ଓ ସମ୍ପତ୍ତିର ସୁରକ୍ଷା କବଚ ‘CISF’ ଆଜି ହେଉଛି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା CISF ର ସ୍ଥାପନା…

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

ନୁଆଦିଲ୍ଲୀ: ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। କେନ୍ଦ୍ର ସରକାର ଡାକ୍ତରୀ ଶିକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ୨୦୨୫-୨୬ ଅଧିବେଶନ ପାଇଁ…

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

ନୁଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିରୋଧୀ ଦଳ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଯାହା ଉକ୍ତ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ…

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପାଖେଇଲାଣି ରାଜ୍ୟସଭା ନିର୍ବାଚନ। ବର୍ତ୍ତମାନ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଆଜି ବିଜେଡି ତାଙ୍କ ଦଳିୟ ବିଧାୟକ ଉପରେ ହୁଇପ ଜାରୀ କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳର ମୁଖ୍ୟ ସଚେତକ…

ଟାଟା ଆଦାୟ କରିବ ୬୫୬ କୋଟି

ଭୁବନେଶ୍ୱର: ଟାଟା ଆଦାୟ କରିବ ୬୫୬ କୋଟି । ୬୪ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ନୋଟିସ କରିଛି ଟାଟା । ଅତିରିକ୍ତ ସୁରକ୍ଷା ଜମା ପାଇଁ ଟାଟର ନୋଟିସ । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲିଖିତ ଉତ୍ତର ରଖିଛନ୍ତି…