Category: ଭୁବନେଶ୍ବର

ରାଜ୍ୟବ୍ୟାପୀ ୪୭୧ଟି ନୂଆ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ; ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ

ରାଜ୍ୟବ୍ୟାପୀ ୪୭୧ଟି ନୂଆ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ‘ଏକ୍ସ’ରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରାଯାଇଛି। ରାଜ୍ୟବ୍ୟାପୀ ୪୭୧ଟି ନୂଆ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ…

ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ରାଜ୍ୟର ଭାଇ-ଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି।…

ଆଜିର ରାଶିଫଳ

🌞 ଆଜିର ରାଶିଫଳ – ୨୦ ଅକ୍ଟୋବର ୨୦୨୫ (ସୋମବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତ ♈ ମେଷ (Aries):ଆଜି ନୂତନ କାମ ଆରମ୍ଭ ପାଇଁ ଶୁଭ ଦିନ। ଆତ୍ମବିଶ୍ୱାସ ବଢ଼ିବ, କିନ୍ତୁ କ୍ରୋଧ ନିୟନ୍ତ୍ରଣ କରନ୍ତୁ। ଶୁଭ ସଂଖ୍ୟା: 9 ଶୁଭ…

ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ଜୟ ଢୋଲକିଆ – ସମାନ ଦିନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ଦାଖଲ

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନୂଆପଡା ବିଧାନସଭା ଉନିର୍ବାଚନ ପାଇଁ ବିରାଟ ବଡ଼ ପଟୁଆର ସହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ…

ଆଜିର ରାଶିଫଳ – ୧୯ ଅକ୍ଟୋବର ୨୦୨୫ (ରବିବାର)📜 ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତ

🌞 ଆଜିର ରାଶିଫଳ – ୧୯ ଅକ୍ଟୋବର ୨୦୨୫ (ରବିବାର)📜 ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତ ♈ ମେଷ (Aries)ଭାଗ୍ୟଫଳ: ଆଜି ନୂଆ ଯୋଜନା ଓ କାର୍ଯ୍ୟରେ ଲାଭ ହେବ। କିଛି ପୁରୁଣା ବିବାଦ ସମାଧାନ ହେବ। ଶୁଭ ସଂଖ୍ୟା: ୯…

ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହୋଇପାରେ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତରେ ପରୀକ୍ଷା । ଏନେଇ…

ସୋମବାର ଦୀପାବଳି ଛୁଟି, ଘୋଷଣା ‌କଲେ ରାଜ୍ୟ ସରକାର

ଆସନ୍ତା ସୋମବାର (୨୦୨୫ ଅକ୍ଟୋବର ୨୦) ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦୀପାବଳି ପାଳନ ନେଇ ପୂର୍ବରୁ ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ…

ନୂଆପଡ଼ା ଉପନିର୍ବାଚନ: ‘୪୮ ଘଣ୍ଟା ମଧ୍ୟରେ ପ୍ରକାଶ କରନ୍ତୁ ଆପରାଧିକ ତଥ୍ୟ’

ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର (EC) ପ୍ରାର୍ଥୀଙ୍କୁ ଶୁକ୍ରବାର ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୈତିକ ଦଳଗୁଡ଼ିକ…

୨/୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ: ରାଜ୍ୟପାଳ

ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ଼ ସୂଚନା । ୨/୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ । ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍‌ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା। ରାଜ୍ୟର ମୋଟ୍…

ଆଜିର ରାଶିଫଳ

🌞 ଆଜିର ରାଶିଫଳ – ୧୮ ଅକ୍ଟୋବର ୨୦୨୫ (ଶନିବାର)ଜାଗ୍ରତ ଭାରତ ନ୍ୟୁଜ୍ ପାଇଁ ♈ ମେଷ (Aries)ଆଜିର ଦିନ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ। ଆତ୍ମବିଶ୍ୱାସ ବଢିବ। ଶୁଭ ସଂଖ୍ୟା: ୯ ଶୁଭ ରଙ୍ଗ: ଲାଲ ଶୁଭ ସମୟ: ପ୍ରଭାତ…