Category: ଭୁବନେଶ୍ବର

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । କମିିଶନର ଅଧ୍ୟକ୍ଷ ଡ. ଅରୁଣ କୁମାର…

ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା

ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା। ଏନେଇ ସୂଚନା ଦେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ । ଭାଗ ହୋଇଥିବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଘର ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅନ୍ତଦ୍ୟୋୟ…

ମନ୍ତ୍ରୀଙ୍କ କଡା ଚେତାବନୀ; ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ

ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ। ସମୟରେ କାମ ନ ସାରିଲେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ। ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ…

ବୋର୍ଡ, ନିଗମ ଏବଂ ଟିମ୍‌ ପାଇଁ ଚାଲିଛି ଏକ୍ସରସାଇଜ୍‌,କିଛି ସମୟ ଲାଗିବ; କହିଲେ ବିଜେପି ରାଜ୍ୟ ପ୍ରଭାରୀ

ବୋର୍ଡ ଓ ନିଗମ ଗଠନ ପୂର୍ବରୁ ଓଡ଼ିଶା ଆସିବେ ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଚୁଗ। ରାଷ୍ଟ୍ରୀୟ ମହାମନ୍ତ୍ରୀ ରାଜ୍ୟ କୋର କମିଟି ସହିତ ଆଲୋଚନା କରିବେ। କୋର କମିଟି ସହ ଆଲୋଚନା ପରେ ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା…

କଂଗ୍ରେସର ଟାର୍ଗେଟ ୨୦୨୯ : ଓଡ଼ିଶା ଦଖଲ ପାଇଁ ଅଣ୍ଟାଭିଡ଼ିଲା କଂଗ୍ରେସ

ଭୂବନେଶ୍ୱର ୧୭/୦୮ : କଂଗ୍ରେସର ଟାର୍ଗେଟ ୨୦୨୯ । ଓଡ଼ିଶା ଦଖଲ କରୁଛି ନୂଆ ରଣନୀତି । ୨୦୨୪ ନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ନେଇ ବସିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ କଂଗ୍ରେସ ରାଜ୍ୟ…

ତାରା ବାହିନୀପତିଙ୍କୁ ମାଡ଼ ଘଟଣା : ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୭/୦୮ : ଆକ୍ରମଣର ଶିକାର ହୋଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ପୂର୍ବ ବିବାଦକୁ କେନ୍ଦ୍ର କରି ବିଧାୟକଙ୍କୁ ମାଡ଼ ମାରିଛନ୍ତି କୋରାପୁଟ ଖଲାସି ସଂଘର ପୂର୍ବତନ ସଭାପତି କୃଷ୍ଣ କୁଲଦୀପ । ବିଧାୟକଙ୍କ ପିଏସ୍ ଏବଂ ସହଯୋଗୀଙ୍କ…

କିସ୍ତୱାରରେ ବାଦଲଫଟା ବର୍ଷା; ଓଡ଼ିଶା ସିଆଇଏସଏଫ ଯବାନଙ୍କ ମୃତ୍ୟୁ

ଭୂବନେଶ୍ୱର: ଅଗଷ୍ଟ ୧୪ରେ ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ବାଦଲଫଟା ବର୍ଷା ଯୋଗୁଁ ଓଡ଼ିଶାର ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳର ପରଜଙ୍ଗ ଥାନା ଅନ୍ତର୍ଗତ ମାଣିକମାରା ଗ୍ରାମର ମନୋଜ…

ପୁଣି ଅସୁସ୍ଥ ହେଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଘରୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି।…

୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି, ଏହି ଜିଲ୍ଲାର ସହର ହେବ ବିଜ୍ଞାପିତ ଅଞ୍ଚଳ ପରିଷଦ

୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ। ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା। ୧) ଅନୁଗୁଳଜିଲ୍ଲା ପାଳଲହଡ଼ା ୨) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ୩) ବାଲେଶ୍ୱର ଜିଲ୍ଲା ବସ୍ତା,ସିମୁଳିଆ ୪) ମୟୂରଭଞ୍ଜ ଜିଲ୍ଲା ବେତନଟୀ,…

ରାଜ୍ୟରୁ ଦମନ ହେବ ଅପରାଧ : ମୁଖ୍ୟମନ୍ତ୍ରୀ

ଭୂବନେଶ୍ବରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଛନ୍ତି । ରାଜ୍ୟରେ ସଂଗଠିତ ଅପରାଧକୁ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ବ୍ୟକ୍ତି…