Category: ଭୁବନେଶ୍ବର

ଆସିବ ନୂଆ ପଲିସି, ଏଣିକି ସୌରଶକ୍ତିରେ ପରିଚାଳିତ ହେବ ସରକାରୀ କାର୍ଯ୍ୟାଳୟ

ଅକ୍ଷୟ ଶକ୍ତି ଲାଗି ନିଆଯାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି । ଏହାକୁ ଉପଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ…

ପ୍ରଶାସନିକ ସୀମା ପୁନର୍ଗଠନ: ଜୁନ ୩୦ ଶେଷ ତାରିଖ

ଭୃବନେଶ୍ୱର: ରାଜ୍ୟରେ ପ୍ରଶାସନିକ ସୀମା ପୁନର୍ଗଠନ ନେଇ ଜାରି ହେଲା ଶେଷ ସମୟସୀମା। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ ହେବା। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜ୍ୟରେ ହେବ ଆଉ ୬ଟି ନୂଆ ହୋଟେଲ୍‌ ଏବଂ ରିସର୍ଟ

ଭୂବନେଶ୍ବର: ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ…

ମେଡିକାଲ୍‌ କଲେଜ୍ ସିଟ୍‌ ବିକ୍ରି; ୪ ଆନ୍ତଃରାଜ୍ୟ ଠକ ଗିରଫ

ଭୂବନେଶ୍ୱର: ଆସନ୍ତାକାଲି ନିଟ୍ ପରୀକ୍ଷା । ଏହାପୂର୍ବରୁ ହୋଟେଲରେ ମେଡିକାଲ କଲେଜ ସିଟ୍ ପାଇଁ ଚାଲିଥିବା ମୂଲଚାଲ । ଛିଣ୍ଡି ସାରିଥିଲା ରେଟ୍ । ମାତ୍ର ଠିକ୍ ସମୟରେ ପହଞ୍ଚିଗଲା କମିଶନରେଟ ପୋଲିସ । ଏହାପରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪…

ଏମ୍ସ ଭୁବନେଶ୍ୱରର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି

ଭୂବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଗତକାଲି ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ, ଡ. ବିଶ୍ୱାସ…

ଆସନ୍ତା ୨୦ରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଲେ ଶ୍ରମିକ ସଂଗଠନ

ଭୂବନେଶ୍ବର:ଆଗାମୀ ୨୦ ତାରିଖରେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି। ଶ୍ରମିକ ବିରୋଧୀ ପୁଞ୍ଜିପତି ସପକ୍ଷବାଦୀ ୪ ଶ୍ରମ କୋଡ୍ ବାତିଲ ସହିତ ଶ୍ରମିକ, କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଛାତ୍ର ଯୁବକ ତଥା ସମଗ୍ର ଦେଶବାସୀଙ୍କର ୧୭ ଦଫା…

୨ୟ ଥର ଏଫସି ଗୋଆ ହାତେଇଲା କଳିଙ୍ଗ ସୁପର କପ୍ ଟାଇଟଲ୍

ଭୂବନେଶ୍ୱର: କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହେଲା ଏଫସି ଗୋଆ । କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଥିଲା। ଏଫସି ଗୋଆ ଦଳ କଳିଙ୍ଗ ସୁପର କପ୍-୨୦୨୫ର…

ଭୁବନେଶ୍ବରରେ ୨ଟି ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ ଉଦ୍‌ଘାଟିତ

ଭୂବନେଶ୍ୱର: ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ ଶ୍ରମଜୀବୀମାନଙ୍କ…

ରଥଯାତ୍ରା ସମୟରେ ଗଡିବ ୩୬୫ ସ୍ଵତନ୍ତ୍ର ଟ୍ରେନ୍, ଭକ୍ତଙ୍କ ପାଇଁ କରାଯିବ ୫ଲକ୍ଷ ଟଙ୍କାର ବୀମା

ପୂରୀ: ପବିତ୍ର ଅକ୍ଷୟ ତୃତୀୟା ଦିନ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭାରମ୍ଭ ହୋଇଛି । ଆସନ୍ତା ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ ପୁରୀ ଟାଉନ ହଲ ଠାରେ…

ମେ ୫ରେ ସବୁ ଜିଲ୍ଲାରେ ହେବ ଜନ ଅଭିଯୋଗ ଶୁଣାଣି

ଭୂବନେଶ୍ୱର: ଆଗାମୀ ମେ ୫ରେ ସବୁ ଜିଲ୍ଲାରେ ଜନସାଧାରଣଙ୍କ ପାଇଁ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଥିସହିତ ସମସ୍ୟାର ସମାଧାନ ନେଇ ମଧ୍ୟ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ସୂଚନା ଅନୁଯାୟୀ,…

You missed