ରାଜସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ଉତ୍ସବ: ୧୭ ସମୀକରଣ ୨୫ରେ ହେବ କି ପୁନରାବୃତ୍ତି!
ଭୂବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ ନିଜର ଫର୍ମକୁ ଫେରିଥିବା ଜଣାପଡ଼ିଛି । ରାଜସ୍ଥାନ ରୟାଲ୍ସକୁ ନିଜ ଘରୋଇ ମୈଦାନରେ ୧୦୦ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଚଳିତ ସିଜିନରେ ଲଗାତାର ଷଷ୍ଠ ବିଜୟ ସହ ଏମଆଇ ଏବେ…
