Category: ଭୁବନେଶ୍ବର

ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।…

୨୪ ଘଣ୍ଟାରେ ୪୭.୫ ମିମି ବର୍ଷା ରେକର୍ଡ- ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା – ସର୍ବୋଚ୍ଚ ଯନ୍ତ୍ରୀ

୨୪ ଘଣ୍ଟାରେ ୪୭.୫ ମିମି ବର୍ଷା ରେକର୍ଡ ସ୍ୱାଭାବିକ ଠାରୁ ୫୨୪% ଅଧିକ। ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟାରେ ଆହୁରି ବର୍ଷା ହେବ। ନିଅଣ୍ଟିଆ ପ୍ରାୟ ଭରଣ ହୋଇଯିବ। ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା ସର୍ବୋଚ୍ଚ…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ସଂଧ୍ୟାରେ ବସିବ ବୈଠକ। ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ୍‌କୁ ମିଳିପାରେ ଅନୁମୋଦନ। Post Views: 23

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ଅବସରରେ ସଂଗୃହୀତ ଜନ ଅଭିଯୋଗ ସମାଧାନ ଅଗ୍ରଗତିର ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ଅବସରରେ ସଂଗୃହୀତ ଜନ ଅଭିଯୋଗ ସମାଧାନ ଅଗ୍ରଗତିର ସମୀକ୍ଷା କରିଛନ୍ତି #5T ସଚିବ ଶ୍ରୀ ଭି କେ ପାଣ୍ଡିଆନ। ଏହି ଅବସରରେ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ସଚିବ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ପାନୀୟ…

ଆଜି “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା”ର ଶୁଭାରମ୍ଭ କରିବେ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା”ର ଶୁଭାରମ୍ଭ କରିବେ। ରାଜ୍ୟର ୧୫ରୁ ୧୯ ବର୍ଷ ବୟସ୍କ ସମସ୍ତ କିଶୋରୀ ବାଳିକାଙ୍କୁ ପୁଷ୍ଟି ସହାୟତା ପ୍ରଦାନ, ଗର୍ଭବତୀ ଏବଂ ସ୍ତନ୍ଯପାନ କରାଉଥିବା ମା’ମାନଙ୍କୁ ଅଧିକ ଶୁଖିଲା…

ଦିନିକିଆ କର୍ମଶାଳା ଅନୁଷ୍ଠିତ

ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ତଥା ଅଣ ଅନୁଦାନପ୍ରାପ୍ତ କଲେଜର ୩୭୦ ଜଣ ଅଧ୍ୟକ୍ଷଙ୍କୁ ନେଇ ଲୋକ ସେବା ଭବନ କନଭେନସନ ସେଣ୍ଟରରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ…

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସହଭାଗିତାରେ ଓ୍ବାଟର କୁଲର୍ ଲୋକାର୍ପଣ

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସହଭାଗିତାରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରର ଗିରିଦୁର୍ଗା ମନ୍ଦିର ପରିସରରେ ଏକ ଓ୍ବାଟର ପ୍ୟୁରିଫାୟର ଓ କୁଲର୍ ସ୍ଥାପନ କରାଯାଇଛି। ଆଜି ସ୍ଥାନୀୟ ବିଧାୟକ ମାନ୍ୟବର, ଶ୍ରୀଯୁକ୍ତ…

ଏସିଆନ ଗେମ୍ସ ଖେଳାଳିଙ୍କୁ ୧୦ ଲକ୍ଷ

ଏସିଆନ ଗେମ୍ସ ଖେଳାଳିଙ୍କୁ ୧୦ ଲକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହାୟତା ରାଶି ଘୋଷଣା। ଯୋଗ୍ୟ ୧୩ ଓଡ଼ିଆ ଆଥଲେଟଙ୍କୁ ସହାୟତା। ପ୍ରତି ଆଥଲେଟଙ୍କୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା। Post Views: 18

୪୫ ଜଣ ନୂତନ ଡାକ୍ତରଙ୍କୁ ଇ ଏସ୍ ଆଇ ହସ୍ପିଟାଲରେ ନିଯୁକ୍ତି

45 ମେଡିକାଲ୍ ଅଫିସର ଆଜି ESI ହସ୍ପିଟାଲ୍ ଏବଂ ଡିସପେନସାରିରେ ଯୋଗ ଦେଇଛନ୍ତି | ଏହି ଉଦ୍ଦେଶ୍ୟରେ ଆଜି ଲୋକ ସେବା ଭବନରେ ଥିବା କନଭେନସନ୍ ସେଣ୍ଟରରେ ଓରିଏଣ୍ଟେସନ୍ ପ୍ରୋଗ୍ରାମ୍ ସହିତ ଏକ ନିଯୁକ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |…

ରାଜ୍ୟର ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟ୍‌ଲେଟ୍ ଖୋଲାଯିବ

ରାଜ୍ୟର ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟ୍‌ଲେଟ୍ ଖୋଲାଯିବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ତଥା ସରକାରଙ୍କ ଦ୍ଵାରା ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଠିକ୍ ସମୟରେ ପ୍ରଦାନ କରିବା ନିମନ୍ତେ…