ପଡୋଶୀ ରାଜ୍ୟ ବିହାର ର ଭବନ ପାଇଁ ପୁରୀରେ ଜାଗା ଯୋଗାଇବେ ରାଜ୍ୟ ସରକାର
ପଡୋଶୀ ରାଜ୍ୟ ବିହାର ର ଭବନ ପାଇଁ ପୁରୀରେ ଜାଗା ଯୋଗାଇବେ ରାଜ୍ୟ ସରକାର ବିହାରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପରେ ସାମ୍ବାଦିକମାନଙ୍କୁ ଭେଟି…
