ଗୁରୁଦିବସରେ ରାଜଧାନୀରେ ଶିକ୍ଷକଙ୍କ ମହାସମାବେଶ: ୪ ଦଫା ଦାବିରେ ଗାନ୍ଧୀମାର୍ଗରେ ଆନ୍ଦୋଳନ
ଗୁରୁଦିବସରେ ରାଜଧାନୀରେ ଶିକ୍ଷକଙ୍କ ମହାସମାବେଶ: ୪ ଦଫା ଦାବିରେ ଗାନ୍ଧୀମାର୍ଗରେ ଆନ୍ଦୋଳନ ଭୁବନେଶ୍ୱର, ୫/୯: ଆଜି ସାରା ଦେଶରେ ଗୁରୁଦିବସ ପାଳନ ହେଉଥିବା ବେଳେ ନିଜ ଅଧିକାର ଓ ଦାବି ପାଇଁ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ ଓ କର୍ମଚାରୀ।…
