ଭାରସାମ୍ୟ ହରାଇ ଓଲଟିଲା ମେଡିସିନ ବୋଝେଇ ଟ୍ରକ ଅଳ୍ପକେ ରକ୍ଷା ପାଇଗଲେ ଚାଳକ ଓ ହେଲପର
ଭାରସାମ୍ୟ ହରାଇ ଓଲଟିଲା ମେଡିସିନ ବୋଝେଇ ଟ୍ରକ ଅଳ୍ପକେ ରକ୍ଷା ପାଇଗଲେ ଚାଳକ ଓ ହେଲପର ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ ଛକରେ ଭାରସାମ୍ଯ ହରାଇ ଡିଭାଇଡର ଉପରେ ଟ୍ରକ୍ ଚଢି ଯିବାରୁ ଓଲଟିଲା ମେଡିସିନ ବୋଝାଇ ଟ୍ରକ।…
