ଅନୁଗୋଳରେ ଏସ୍ପିଙ୍କ ସମୀକ୍ଷା ବୈଠକ; ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ଉପରେ ଜୋର
ଅନୁଗୋଳ: ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅପରାଧ ଧାରା, ତଦନ୍ତର ଗୁଣବତ୍ତା, ବିଚାରାଧୀନ ମାମଲାର ଅଗ୍ରଗତି, ଦଣ୍ଡବିଧାନର ସ୍ଥିତି ସହ ମହିଳା ଓ ଶିଶୁ…
