ଘରେ ଘରେ ତ୍ରିରଙ୍ଗା: କଣଲୋଇରେ ଜମିଲା ‘ହର୍ ଘର୍ ତ୍ରିରଙ୍ଗା’ ଶୋଭାଯାତ୍ରା
🇮🇳 ଘରେ ଘରେ ତ୍ରିରଙ୍ଗା: କଣଲୋଇରେ ଜମିଲା ‘ହର୍ ଘର୍ ତ୍ରିରଙ୍ଗା’ ଶୋଭାଯାତ୍ରା ଛେଣ୍ଡିପଦା: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମର ଭାବନାରେ ଉତ୍ସବମୁଖର ହୋଇଛି ଛେଣ୍ଡିପଦା ନିର୍ବାଚନମଣ୍ଡଳୀ। ଅଗଷ୍ଟ ୧୩ ତାରିଖ ଅପରାହ୍ନ ୩ଟା ସମୟରେ ବାଗଡ଼ିଆ ମଣ୍ଡଳ ଅନ୍ତର୍ଗତ କଣଲୋଇ…
