Category: ଅନୁଗୋଳ

ମେଡିକାଲ୍ ରେ ଷ୍ଟାଫ୍‌ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ

ମେଡିକାଲ୍ ରେ ଷ୍ଟାଫ୍‌ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ(ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ)ତାଳଚେର, ୧୧/୦୬ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ ଷ୍ଟାଫ୍…

କାର୍ଯ୍ୟରୁ ଛଟେଇକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର

କାର୍ଯ୍ୟରୁ ଛଟେଇକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର ତାଳଚେର, ୧୧/୦୬ ବର୍ଷେ କି ଦୁଇବର୍ଷ ନୁହଁ ଦୀର୍ଘ ୭ବର୍ଷ ଧରି ରୋଗୀଙ୍କୁ ସେବା ଯୋଗାଇ ଦେଇଥିବା ୭ଜଣ ଠିକାକର୍ମଚାରୀ ବିନା ନୋଟିସ୍‌ରେ ଛୋଟେଇ କରାଯାଇଥିବା ଏବେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ…

ପ୍ରାଇଭେଟ କମ୍ପାନୀ ପ୍ରବେଶକୁ ବିରୋଧ କଲେ ଧରମପୁର ପଂଚାୟତବାସୀ

ପ୍ରାଇଭେଟ କମ୍ପାନୀ ପ୍ରବେଶକୁ ବିରୋଧ କଲେ ଧରମପୁର ପଂଚାୟତବାସୀତାଳଚେର, ୧୧/୦୬ ଦୀର୍ଘଦିନ ଧରି ବାରମ୍ବାର ଏକ କମ୍ପାନୀ ଡ଼୍ରିଲିଙ୍ଗ ଗାଡ଼ି ଧରମପୁର ପଂଚାୟତରେ ବାରମ୍ବାର ପ୍ରବେଶ କରିବା ଦ୍ୱାରା ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । କମ୍ପାନୀକୁ କିଛି ହାତଗଣତି…

ବ୍ରାହ୍ମଣୀ ନଦୀରେ ଅକାଳ ମୃତ୍ୟୁ ପରେ ପୀଡ଼ିତ ପରିବାରଙ୍କୁ ସାନ୍ତ୍ୱନା ଓ ସହାୟତା ପ୍ରଦାନ କଲେ ସାଂସଦ ରୁଦ୍ର ନାରାୟଣ ପାଣି

ବ୍ରାହ୍ମଣୀ ନଦୀରେ ଅକାଳ ମୃତ୍ୟୁ ପରେ ପୀଡ଼ିତ ପରିବାରଙ୍କୁ ସାନ୍ତ୍ୱନା ଓ ସହାୟତା ପ୍ରଦାନ କଲେ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଢ଼ା ଗ୍ରାମପଞ୍ଚାୟତ ରେଲୱେ ଷ୍ଟେସନ ନିକଟରେ ବାସ କରୁଥିବା ତିନି ଜଣ ଯୁବକଙ୍କର…

ଆଜିର ଦୈନିକ ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍: ଦୈନିକ ରାଶିଫଳ (୧୧ ଜୁନ୍ ୨୦୨୬) ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଜାଣନ୍ତୁ ଆମର ବିଶେଷ ରାଶିଫଳରେ। ♈ ମେଷ (Aries) ♉ ବୃଷ (Taurus) ♊ ମିଥୁନ (Gemini) ♋ କର୍କଟ (Cancer)…

ତାଳଚେର ତହଦସିଲ ସାଜିଛି ଦୁର୍ନିତୀର ଗନ୍ତାଘରଅମିନ ଚଢ଼ୁଛନ୍ତି ନାମୀଦାମୀ କାର୍‌

ତାଳଚେର ତହଦସିଲ ସାଜିଛି ଦୁର୍ନିତୀର ଗନ୍ତାଘରଅମିନ ଚଢ଼ୁଛନ୍ତି ନାମୀଦାମୀ କାର୍‌ତାଳଚେର, ୧୦/୦୬ ତାଳଚେର ତହସିଲ ନୂତନ କାର୍ଯ୍ୟାଳୟ ଭିତରେ ଅଫିସ୍ କର୍ମଚାରୀ ଏବଂ ତହସିଲଦାର କେଉଁଠି କେଉଁ ଅଧିକାରୀମାନେ ବସୁଛନ୍ତି, ଅଧିକାଂଶ ଗୃହ ସମ୍ମୁଖରେ ନାମଫଳକ ରହୁନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ବରିଷ୍ଠ…

ନଦୀବୁଡ଼ି ଘଟଣା ପରେ ସତର୍କ ହେବାକୁ ପୋଷ୍ଟର ମାରିଲା ତାଳଚେର ପୋଲିସ୍‌

ନଦୀବୁଡ଼ି ଘଟଣା ପରେ ସତର୍କ ହେବାକୁ ପୋଷ୍ଟର ମାରିଲା ତାଳଚେର ପୋଲିସ୍‌ତାଳଚେର, ୧୦/୦୬ ତାଳଚେର ହାଣ୍ଡିଧୂଆଁ ଷ୍ଟେସନ ଅଂଚଳରୁ ପ୍ରାୟ ୮ଜଣ ଯୁବକ ୪ଟି ବାଇକରେ ବ୍ରାହ୍ମଣୀନଦୀ କଲମ୍ବୁରୀ ତୁଠକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଜଣଙ୍କର ଗୋଡ଼ ଖସିିଯିବାରୁ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ତାଳଚେର, ୧୦/୦୬ ପ୍ରଧାନମନ୍ତ୍ରୀ ସୁରକ୍ଷିତ ନିରାପଦ ମାତୃତ୍ଵ(ପି.ଏମ.ଏସ.ଏମ.ଏ) କୁ ପ୍ରୋତ୍ସାହିତ କରିବାର ଦଶ ବର୍ଷ ପୂର୍ତ୍ତି ଅବସରରେ ଆଜି ମଣ୍ଡାପାଳ ସ୍ଥିତ ସରକାରି ଡାକ୍ତରଖାନା ରେ ସ୍ବତନ୍ତ୍ର ଭାବେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍: ସମ୍ପୂର୍ଣ୍ଣ ରାଶିଫଳ (୧୦ ଜୁନ୍, ୨୦୨୬) ଆଜିର ଦିନଟି ବାରହୋଟି ରାଶି ପାଇଁ କିପରି ରହିବ, ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪.…

ଗାଁ ଆମ୍ବ ପସରା – ୨୦୨୬’ ଉଦଘାଟିତ

‘ଗାଁ ଆମ୍ବ ପସରା – ୨୦୨୬’ ଉଦଘାଟିତ ଅନୁଗୋଳ, ୦୯.୦୬ : ଓରମାସ୍ (ORMAS) ଆନୁକୂଲ୍ୟରେ ସ୍ଥାନୀୟ ଅନୁଗୋଳ ହାଇସ୍କୁଲ ପଡ଼ିଆଠାରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ “ଗାଁ ଆମ୍ବ ପସରା” ଆଜି ଉଦଘାଟିତ ହୋଇଯାଇଛି। ଏହି ଆମ୍ବ ପ୍ରଦର୍ଶନୀକୁ ମାନ୍ୟବର ଅନୁଗୋଳ…

You missed