Category: ଅନୁଗୋଳ

ଅଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ର ସମସ୍ତ ପାଠକ ଓ ଦର୍ଶକ ବନ୍ଧୁମାନଙ୍କୁ ସୁପ୍ରଭାତ। ଆଜି ୩୧ ମେ ୨୦୨୬, ରବିବାର। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କେମିତି ରହିବ, କେଉଁ ସଂଖ୍ୟା ଓ ରଙ୍ଗ ଆପଣଙ୍କ ପାଇଁ ଶୁଭ ପ୍ରମାଣିତ…

ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌କାଟ ତତଲା କଡ଼େଇରେ ଭାଜି ହେଉଛନ୍ତି ଅଂଚଳବାସୀ

ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌କାଟତତଲା କଡ଼େଇରେ ଭାଜି ହେଉଛନ୍ତି ଅଂଚଳବାସୀ ତାଳଚେର, ୩୦/୦୫ ଶକ୍ତିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଚଳିତବର୍ଷ ଅଘୋଷିତ ବିଦ୍ୟୁତକାଟ୍ କରାଗଲେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଥିଲେ ମଧ୍ୟ ତାଳଚେର…

ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ କ୍ରୟ କରିବାକୁ ପଛଘୁଂଚା ଦେଉଛନ୍ତି ଗ୍ରାହକ

ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତକ୍ରୟ କରିବାକୁ ପଛଘୁଂଚା ଦେଉଛନ୍ତି ଗ୍ରାହକ଼ତାଳଚେର, ୩୦/୦୫ ଜନସାଧାରଣଙ୍କ ଆୟ ଅନୁଯାୟୀ ବ୍ୟୟ ଅଧିକା ହେଉଥିବାରୁ ଏବେ ମଧ୍ୟବିତ ଶ୍ରେଣୀ ଗରୀବରୁ ଗରୀବ ହେବାକୁ ବସୁଥିବା ବେଳେ ଧନୀଶ୍ରେଣୀଙ୍କ ବ୍ୟକ୍ତି ମହଙ୍ଗା ମାଡ଼ରୁ ପାର ପାଇ ଯାଉଥିବା…

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନାବଅଁରପାଳ, (ଜାଗ୍ରତ ଭାରତ) : ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୌଦାମିନୀ ଦୈଦ୍ୟଙ୍କ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା…

ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 ଅନ୍ତର୍ଗତ ପରିଗଣନା ପର୍ଯ୍ୟାୟ ଆରମ୍ଭ

ତାରିଖ: ୩୦.୦୫.୨୦୨୬ ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 ଅନ୍ତର୍ଗତ ପରିଗଣନା ପର୍ଯ୍ୟାୟ ଆରମ୍ଭ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 କାର୍ଯ୍ୟକ୍ରମ ଅନ୍ତର୍ଗତ ପରିଗଣନା (Enumeration) ପର୍ଯ୍ୟାୟ ତା. ୩୦.୦୫.୨୦୨୬ ଠାରୁ ଆରମ୍ଭ ହୋଇ ତା. ୨୮.୦୬.୨୦୨୬…

ଅନୁଗୋଳରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଅନୁଗୋଳ – ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏମ ଅବଦାଲ ଅଖତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ବୈଠକର ପ୍ରାରମ୍ଭରେ ଜିଲ୍ଲା ରାଜପଥ ଟାସ୍କ ଫୋର୍ସ ଗଠନ ଏବଂ…

ଭୋଟର ସଚେତନତା ରଥ ଉଦଘାଟନ

ଭୋଟର ସଚେତନତା ରଥ ଉଦଘାଟନତାଳଚେର, ୨୯/୦୫ ତାଳଚେର ଉପଜିଲ୍ଳାପାଳ କାର୍ଯାଳୟ ପକ୍ଷରୁ ଭୋଟର ସଚେତନତା ଏବଂ ଏସଆଇଆର ୨୦୨୬ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ‘ଭୋଟର ସଚେତନତା ରଥ‘ ଉଦଘାଟନ କରାଯାଇଥିଲା । ଏହି ରଥ ତାଳଚେର ବିଧାନସଭା ମଣ୍ଡଳୀର ପ୍ରତ୍ୟେକ…

୩ମାସ ହେବ ଭତା ନପାଇବାରୁ ହିତାଧିକାରୀ ସରକାରୀ କାର୍ଯ୍ୟାଳୟ ମୁହାଁ

୩ମାସ ହେବ ଭତା ନପାଇବାରୁ ହିତାଧିକାରୀ ସରକାରୀ କାର୍ଯ୍ୟାଳୟ ମୁହାଁତାଳଚେର, ୨୯/୦୫ ତାଳଚେର ବ୍ଲକ ଅନ୍ତର୍ଗତ କୁମୁଣ୍ଡା ପଂଚାୟତର ପ୍ରାୟ ୩ମାସ ହେବ ବୃଦ୍ଧା, ବୃଦ୍ଧମାନେ ଭତାରୁ ବଂଚିତ ହେବାରୁ ଆଜି ତାଳଚେର ଉପଜିଲ୍ଳାପାଳ କାର୍ଯ୍ୟାଳୟରେ ପଂହଚି ଆଶିଷ ରଞ୍ଜନ ସାହୁଙ୍କୁ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍ର ସମସ୍ତ ପାଠକ ଓ ଦର୍ଶକଙ୍କୁ ସୁପ୍ରଭାତ। ଆଜି ୩୦ ମଇ ୨୦୨୬, ଶନିବାର। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କେମିତି ରହିବ, ଆପଣଙ୍କର ଶୁଭ ରଙ୍ଗ, ଶୁଭ ସଂଖ୍ୟା, ଶୁଭ ସମୟ ଏବଂ ଦିନଟିକୁ…

ବନ୍ୟ ପ୍ରାଣୀ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ବନ୍ୟ ପ୍ରାଣୀ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ୨୯-୫-୨୦୨୬: ଅନୁଗୁଳ ବନଖଣ୍ଡ ଅଧିନସ୍ଥ କଣିହାଁ ବନାଞ୍ଚଳ ଓ ବିଶ୍ୱ ଯୁବ କେନ୍ଦ୍ର ଅନୁଗୋଳଙ୍କ ସହଯୋଗରେ ୨୮-୨୯ ମେ ଦୁଇ ଦିନ ଧରି ବନ୍ୟ ପ୍ରାଣୀ ସଂରକ୍ଷଣ ସଚେତନତା ବୈଠକ ଓ ଶୋଭାଯାତ୍ରା…

You missed