ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳର ନୂଆ -ଓ ସାଂସ୍କୃତିକ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ଉଦଯାପିତ।
ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଢେଙ୍କାନାଳରେ ଗତ ନଭେମ୍ବର ୧୮ ତାରିଖରୁ ଚାଲିଥିବା ନୂଆ -ଓ ସାଂସ୍କୃତିକ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ତା ୨୯/୧୨/୨୦୨୩ ରିଖ ରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି…
